ତାମିଲନାଡୁରେ ବାଣ କାରଖାନାରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ୫ ମହିଳା

Tamil Nadu Blast: କାରଖାନାରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ଏବଂ ୪ଟି କୋଠରୀ ଭୁଶୁଡି ପଡିଥିଲା। ଏହି ଦୁର୍ଘଟଣାରେ ନଅ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି। କାରଖାନାର ୪ଟି କୋଠରୀକୁ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଆହତଙ୍କ ଚିକିତ୍ସା ଜାରି ରହିଛି।

ତାମିଲନାଡୁରେ ବାଣ କାରଖାନାରେ ବିସ୍ଫୋରଣ; ୯ ଜଣଙ୍କର ମୃତ୍ୟୁ, ମୃତକଙ୍କ ମଧ୍ୟରେ ୫ ମହିଳା
Image Credit: Firecracker Factory Blast

About the Author