Weird News: ପିଇଲେ ମଦ, ଖାଇଲେ ଭାୟାଗ୍ରା ଏବଂ କଲେ ସେକ୍ସ; କିନ୍ତୁ ଏହି ସମୟରେ ଘଟିଲା ଏପରି କିଛି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍
Advertisement

Weird News: ପିଇଲେ ମଦ, ଖାଇଲେ ଭାୟାଗ୍ରା ଏବଂ କଲେ ସେକ୍ସ; କିନ୍ତୁ ଏହି ସମୟରେ ଘଟିଲା ଏପରି କିଛି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

Weird News: ବ୍ରିଟେନର ଲିଭରପୁଲରେ ରହୁଥିବା ଏକ ଦମ୍ପତି ଚଳିତ ବର୍ଷ ସେମାନଙ୍କର ତୃତୀୟ ଆନିଭର୍ସରୀ ପାଳନ କରିବାକୁ ବହୁତ ଉତ୍ସାହିତ ଥିଲେ । ଉଭୟ ସେଲିବ୍ରେଶନ୍ ପାଇଁ ଜବରଦସ୍ତ ପ୍ରସ୍ତୁତି କରିଥିଲେ । ଏହି ମଝିରେ ଅତି ଉତ୍ସାହିତ ହୋଇ ଅତ୍ୟଧିକ ମାତ୍ରାରେ ମଦ ପିଇଥିଲେ । 

ପ୍ରତୀକାତ୍ମକ ଫଟୋ

Weird News: ନିଜ ଜୀବନର ଅତି ଖାସ୍ ଦିନରେ କପଲ ଜୋଶରେ ଏପରି ହୋସ୍ ହରାଇଲେ ଯେ ଏହା ପରେ ମିଳିଥିବା ଯନ୍ତ୍ରଣାକୁ ସେମାନେ ଏପର୍ଯ୍ୟନ୍ତ ଭୁଲି ପାରି ନଥିବେ । ବ୍ରିଟେନ (Britain) ର ଲିଭରପୁଲରେ ରହୁଥିବା ଏକ ଦମ୍ପତି (UK Couple) ଚଳିତ ବର୍ଷ ସେମାନଙ୍କର ତୃତୀୟ ଆନିଭର୍ସରୀ ପାଳନ କରିବାକୁ ବହୁତ ଉତ୍ସାହିତ ଥିଲେ । ଉଭୟ ସେଲିବ୍ରେଶନ୍ ପାଇଁ ଜବରଦସ୍ତ ପ୍ରସ୍ତୁତି କରିଥିଲେ । ଏହି ମଝିରେ ଅତି ଉତ୍ସାହିତ ହୋଇ ଅତ୍ୟଧିକ ମାତ୍ରାରେ ମଦ ପିଇଥିଲେ (Drink Alcohol) । ଏହି ସମୟରେ ସେମାନେ ଅନଲାଇନରେ ଭାୟାଗ୍ରା (Viagra) ମଧ୍ୟ ଅର୍ଡର କରିଥିଲେ । ଦି ସନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରବ୍ ଅଣ୍ଡ୍ରେସ୍ (Rob Andrews)  ତାଙ୍କର ୨୫ ବର୍ଷିୟା ଗର୍ଲଫ୍ରେଣ୍ଡ ଇସାବେଲା ୱଲଫ୍ ସେମାନଙ୍କର ତୃତୀୟ ଆନିଭର୍ସରୀ ପାଳନ କରିବାକୁ ଜୋରଦାର ପ୍ରସ୍ତୁତି କରିଥିଲେ । 

ଏଥିପାଇଁ ସେମାନେ କିଛି ଦିନ ପୂର୍ବରୁ ସହର ଠାରୁ ଦୂରରେ ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ । ଯେଉଁଠାରେ ମ୍ୟୁଜିକ୍ ଓ ଲାଇଟର ଏକ ଚମତ୍କାର ବ୍ୟବସ୍ଥା ଥିଲା । ସେମାନଙ୍କର ଖାସ୍ ଦିନକୁ ସୁପର ସ୍ପେସିଆଲ୍ କରିବା ପାଇଁ ସେମାନେ ସେମାନଙ୍କ ସହ ଅନେକ ସାମଗ୍ରୀ ନେଇ ହୋଟେଲରେ ପହଞ୍ଚିଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଏହି ଦମ୍ପତି କହିଥିଲେ ଯେ, ପ୍ରଥମେ ସେମାନେ କିଛି ଘଣ୍ଟା ମଧ୍ୟରେ ତିନି ବୋତଲ ମଦ ପିଇଥିଲେ । ଏହା ପରେ ଭାୟାଗ୍ରା ଖାଇବା ପରେ ଦୁହେଁ ପରସ୍ପରର ନିକଟତର ହେବାକୁ ଲାଗିଲେ । ଶାନ୍ତିର ପ୍ରାଇଭେଟ୍ ଓ ବ୍ୟକ୍ତିଗତ ମୁହୂର୍ତ୍ତ ସମୟରେ ବୟଫ୍ରେଣ୍ଡର ପ୍ରାଇଭେଟ୍ ପାର୍ଟରେ ଆଘାତ ଲାଗିଥିଲା ଓ ସେ ରକ୍ତାକ୍ତ ହୋଇଯାଇଥିଲେ ।

ପ୍ରକୃତରେ ଏହି ଦୁଃର୍ଘଟଣାରେ ପ୍ରେମିକ ରବଙ୍କ ବ୍ୟକ୍ତିଗତ ପାର୍ଟରେ ଆଘାତ ଲାଗି ଫ୍ରେକ୍ଚର ହୋଇଯାଇଥିଲା । ଏହା ପରେ ତୁରନ୍ତ ଆମ୍ବୁଲାନ୍ସକୁ ଡକାଯାଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ଆପଣଙ୍କୁ କହି ରଖୁଛୁ ଯେ, ଏହା ପରେ ରବଙ୍କ ଚିକିତ୍ସା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଲା । ବହୁ ପରାମର୍ଶ ଦେବା ପରେ ତାଙ୍କୁ ଡାକ୍ତରମାନେ ଡିସଚାର୍ଜ କରିଥିଲେ । ଏଥି ସହିତ ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ଯୋଗୁଁ ସେ କିଛି ଦିନର ଚିକିତ୍ସା ପରେ ସୁସ୍ଥ ହେବାକୁ ଲାଗିଲେ । 

ଏହା ବି ପଢ଼ନ୍ତୁ:-ବଡ଼ ଧରଣର ଭୂ-ସ୍ଖଳନ; ୩୪ ମୃତ, ଏକାଧିକ ଗୁରୁତର

ଅଧିକ ପଢ଼ନ୍ତୁ:-ଘରର ଏହି ଦିଗରେ ଲଗାହୋଇଥିବା ବେଲ ଗଛ ଆପଣଙ୍କୁ କରିଦେବ ମାଲାମାଲ, ଭୋଲେନାଥ ଦୂର କରିବେ ସବୁ ସଙ୍କଟ

ଅଧିକ ପଢ଼ନ୍ତୁ:-ଶରୀରରେ ଏସବୁ ଜିନିଷର ଅଭାବ କାରଣରୁ ପୁରୁଷ ହୋଇପାରନ୍ତିନି ବାପା, ଜାଣନ୍ତୁ କ'ଣ ରହିଛି ଏହାର ଉପଚାର

 

ପ୍ରାଇଭେଟ୍ ପାର୍ଟ ଭଙ୍ଗା ଘଟଣା କ୍ୱଚିତ୍ ଦେଖାଯାଏ । କିନ୍ତୁ ଡାକ୍ତରମାନେ ଏହା ମଧ୍ୟ କହିଛନ୍ତି ଯେ, ଲଜ୍ଜା ଯୋଗୁଁ ଅନେକ ଥର ଲୋକମାନେ ଡାକ୍ତରଖାନା ଯାଆନ୍ତି ନାହିଁ । କିନ୍ତୁ ଏପରି ଭୁଲ କରିବା ଏକ ସାଂଘାତିକ ପଦକ୍ଷେପ ବୋଲି ପ୍ରମାଣିତ କରିପାରେ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ଶାରୀରିକ ସମ୍ପର୍କ ଗଢ଼ିବା ସମୟରେ ପ୍ରାଇଭେଟ୍ ପାର୍ଟ ଭଙ୍ଗା ଘଟଣା ପ୍ରାୟତଃ ସାମ୍ନାକୁ ଆସିଥାଏ । ୨୦୨୧ ମସିହାରେ ମଧ୍ୟ ସମାନ ଘଟଣା ଦେଖାଦେଇଥିଲା । ବ୍ରିଟେନର ଜଣେ ବ୍ୟକ୍ତିଙ୍କ ସହ ସମାନ ଘଟଣା ଘଟିଥିଲା, ଯାହାର ରିପୋର୍ଟ ବ୍ରିଟିଶ ମେଡିକାଲ ଜର୍ନାଲରେ ପ୍ରକାଶିତ ହୋଇଥିଲା ।