Nostradamus predictions for 2023: ନାସ୍ତ୍ରୋଦାମାସଙ୍କ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ଯୁଦ୍ଧରେ ବିତିବ, ଅନ୍ଧାରରେ ବୁଡ଼ିବ ୨୦୨୩

Nostradamus predictions for 2023: ଫ୍ରାନ୍ସର ଜଣାଶୁଣା ଭବିଷ୍ୟବାଣୀ କରୁଥିବା ନାସ୍ତ୍ରୋଦାମାସଙ୍କ ଭବିଷ୍ୟବାଣୀ ପ୍ରାୟତଃ ୯୦ ପ୍ରତିଶତ ସତ ସାବ୍ୟସ୍ତ ହୋଇଥାଏ। ୫୦୦ ବର୍ଷ ତଳୁ ସେ କରିଥିବା ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି। ୧୫୫୫ ମସିହାରେ ନାସ୍ତ୍ରୋଦାମାସଙ୍କ ଦ୍ୱାରା Les Propheties ନାମକ ପ୍ରକାଶିତ ଏକ ବହିରେ ସମଗ୍ର ବିଶ୍ୱକୁ ନେଇ ଅନେକ ଭବିଷ୍ୟବାଣୀ କରାଯାଇଥିଲା।

Nostradamus predictions for 2023: ନାସ୍ତ୍ରୋଦାମାସଙ୍କ ଭୟଙ୍କର ଭବିଷ୍ୟବାଣୀ, ଭୟାବହ ଯୁଦ୍ଧରେ ବିତିବ, ଅନ୍ଧାରରେ ବୁଡ଼ିବ ୨୦୨୩

About the Author