Weird News: ବେଳାଭୂମିରେ ଶୋଇଥିଲା କୁମ୍ଭୀର, ହଠାତ୍ ପାଣିରୁ ବାହାରି ମାଡ଼ି ବସିଲା ବାଘ, ଆଉ ତା' ପରେ
Advertisement
Article Detail0/zeeodisha/odisha1617169

Weird News: ବେଳାଭୂମିରେ ଶୋଇଥିଲା କୁମ୍ଭୀର, ହଠାତ୍ ପାଣିରୁ ବାହାରି ମାଡ଼ି ବସିଲା ବାଘ, ଆଉ ତା' ପରେ

Weird News: ବାଘ- କୁମ୍ଭୀରର (jaguar attack on crocodile )ରକ୍ତାକ୍ତ ଲଢେଇ (wildlife viral video)ଆପଣ ନିଶ୍ଚେୟ ଦେଖିଥିବେ । ତେବେ, ଆଜି ଆମେ ଏହି ଦୁଇ ଜନ୍ତୁଙ୍କ କଥା କହିବ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ଦେଖି ଆପଣ ମଧ୍ୟ ନିଜକୁ ବିଶ୍ବାସ କରିପାରିବେ ନାହିଁ । ସତରେ ବାଘ କଣ ପାଣି ଭିତରେ ରହି କୁମ୍ଭୀରକୁ ନିଜର ଶୀକାର ବନାଇଥାଏ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Weird News: ବାଘ- କୁମ୍ଭୀରର (jaguar attack on crocodile )ରକ୍ତାକ୍ତ ଲଢେଇ (wildlife viral video)ଆପଣ ନିଶ୍ଚେୟ ଦେଖିଥିବେ । କୁମ୍ଭୀର (crocodile )ପାଣିରେ ଦାଦାଗିରି ଦେଖାଉଥିବା ବେଳେ ବାଘ (jaguar )ଜଙ୍ଗଲରେ ଛକି ଶୀକାର କରିଥାଏ । ଉଭୟ ନିଜ ନିଜ ପରିସ୍ଥିତି ଦେଖି ଶୀକାର କରନ୍ତି । ଯଦି ବାଘ ଥରେ ପାଣି ଭିତରକୁ ଯାଏ । ତେବେ, କୁମ୍ଭୀର ପାଖରୁ ବର୍ତ୍ତି ପାରେ ନାହିଁ । ତେବେ, ଆଜି ଆମେ ଏହି ଦୁଇ ଜନ୍ତୁଙ୍କ କଥା କହିବ । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଭିଡିଓ ଦେଖି ଆପଣ ମଧ୍ୟ ନିଜକୁ ବିଶ୍ବାସ କରିପାରିବେ ନାହିଁ । ସତରେ ବାଘ କଣ ପାଣି ଭିତରେ ରହି କୁମ୍ଭୀରକୁ ନିଜର ଶୀକାର ବନାଇଥାଏ । ତେବେ, ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ (viral video) ହେଉଛି । 

ତେବେ, ଏହି ଭିଡିଓଟି ଟ୍ୱିଟରରେ (@natureisfuckin4) ଆକାଉଣ୍ଟରୁ ସେୟାର କରାଯାଇଛି । (viral video)୧୯ ସେକେଣ୍ଡର ଏହି କ୍ଲିପ୍ ରେ, ଆପଣ ଦେଖିପାରିବେ ଯେ, କୁମ୍ଭୀରଟି ପାଣିରୁ ବାହାରି ଏକ ବାଲିରେ ଶୋଇଛି(resting ) । ବୋଧହୁଏ ସୂର୍ଯ୍ୟକିରଣକୁ ଉପଭୋଗ କରୁଛି। ଏହି ସମୟରେ ପାଣିରେ ଭିତରେ ଥିବା ବାଘର ନଜର ପଡେ କୁମ୍ଭୀର ଉପରେ । ପରେ ବାଘଟି ପାଣିରୁ ବାହାରି କୁମ୍ଭୀରକୁ ଆକ୍ରମଣ କରେ (jaguar attack on crocodile ) । ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଲଢେଇ ଚାଲେ । ଆଉ ଏହି ରକ୍ତାକ୍ତ ଲଢେଇରେ ବାଘର ଶକ୍ତି ଆଗରେ ହାର ମାନିଯାଏ କୁମ୍ଭୀର । ପରେ ବାଘ  ରକ୍ତାକ୍ତ କୁମ୍ଭୀରଟିକୁ ଦାନ୍ତରେ କାମୁଡି ପାଣି ଭିତକୁ ନେଇଯାଏ । 

 

Also Read: Bargarh News: ପ୍ରେମିକାର ଗୋଟିଏ ଭୁଲ ପାଇଁ, ମୃତ୍ୟୁ ଶର୍ଯ୍ୟାରେ ସୁଆଇ ଦେଲା ଦଗାଦିଆ ପ୍ରେମିକ

Also Read: Odisha News: ଆଜି ପବିତ୍ର ବାରୁଣୀ, ବୈତରଣୀରେ ବୁଡ଼ ପକାଇଲେ ମିଳିଥାଏ ଏହି ସବୁ ପାପରୁ ମୁକ୍ତି

ତେବେ, ଏହି ଭିଡିଓଟିକୁ ବର୍ତ୍ତମାନ ସୁଧା, ୧.୪ ଲକ୍ଷରୁ ଅଧିକ ଥର ଦେଖା ସରିଛି । ପ୍ରାୟ ୫ ହଜାର ଲାଇକ୍  ଓ ଏକାଧିକ କମେଣ୍ଟ ମଧ୍ୟ ଏହି ଭିଡିଓରେ ଆସିଛି । ତେବେ,ଜଣେ ୟୁଜର୍ସ ଭିଡ଼ିଓ ଦେଖି କମେଣ୍ଟ ଦେଇଛନ୍ତି ,'ବାଘର ଆତ୍ମବିଶ୍ୱାସକୁ ଦେଖ, ତାଠୁ କିଛି ଶିଖିବାର ଅଛି, ପରିସ୍ଥିତି ସହ କିଭଳି ଖାପ ଖୁଆଯାଇପାରେ ,ତାହା ବାଘ ଠାରୁ ହିଁ ଶିଖିବା ଉଚିତ୍।'ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଉଭୟ ବାଘ ଏବଂ କୁମ୍ଭୀରଟି ଦୁଇଟି ପଶୁ ବହୁତ ଭୟଙ୍କର । ଥରେ ସେମାନଙ୍କ ହାବୁଡରେ ଶୀକାର ପଡିଲେ ସେମାନଙ୍କ ଠାରୁ ବଞ୍ଚିବା କଷ୍ଟକର ହୋଇଯାଏ । 

ଉଭୟ ଏତେ ଶକ୍ତିଶାଳୀ ଯେ, କିଛି କ୍ଷଣ ମଧ୍ୟରେ ସେମାନେ ଶିକାରକୁ ଖଣ୍ଡ ଖଣ୍ଡ କରି ଖାଇ ଦିଅନ୍ତି ।   ବାଘ ନିଜ ପରିବାସର ଖାଦ୍ୟଶୃଙ୍ଖଳର ସର୍ବୋଚ୍ଚତମ ମାଂସାସୀ ଜୀବ । ଗୋରୁ ଓ ହରିଣ ପ୍ରଭୃତି ତୃଣଭୋଜୀ ପ୍ରାଣୀ ଏହାର ମୁଖ୍ୟ ଶିକାର । ବାଘମାନେ ମୁଖ୍ୟତଃ ଏକାକୀ ଜୀବନଯାପନ କରନ୍ତି, କେବଳ କେତେକ ପରିସ୍ଥିତିରେ କିଛି ବାଘମାନଙ୍କୁ ଏକାଠି ମିଳିମିଶି ରହୁଥିବା ଦେଖାଯାଏ । ବାଘମାନେ ସାଧାରଣତଃ ନିଜର ଏକ ଶିକାର କ୍ଷେତ୍ର ନିର୍ଦ୍ଧାରଣ କରି ତାହାର ନିୟନ୍ତ୍ରଣ କରନ୍ତି । ଶିକାରର ଚାହିଦା ମେଣ୍ଟାଇ ପାରୁଥିବା ଏକ ବିରାଟ ଅଞ୍ଚଳକୁ ସାଧାରଣତଃ ବାଘମାନେ ନିଜର ପରିବାସ ବା ଶିକାର କ୍ଷେତ୍ର ରୂପେ ଚୟନ କରିଥାନ୍ତି ।