Advertisement
Videos Details/odisha/zeeodisha2103922
Video ThumbnailPlay icon

Fisher man Protest: ୫ଦଫା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ୧୨ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର

୫ଦଫା ଦାବି ପୁରଣ ନହେଲେ ରାଜ୍ୟର ୧୨ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ଓ ପାରମ୍ପରିକ ମତ୍ସ୍ୟ ଓ୍ବାର୍କର୍ସ ସଂଘ ପକ୍ଷରୁ ଚେତାବନୀ। ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ପାରାଦୀପ ର ସଭାପତି ଶ୍ରୀକାନ୍ତ ପରିଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟର ବିଭିନ୍ନ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତାଙ୍କୁ ନେଇ ପାରାଦୀପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମତ୍ସଜୀବୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଥ‌ିବା ନଦୀ ମୁହାଣଗୁଡ଼ିକୁ ଖନନ କରାଇବା, ମତ୍ସ୍ୟଜୀବୀଙ୍କୁ ଡିଜେଲ ସବସିଡ ପ୍ରଦାନ କରିବା,କଇଁଛ କଟକଣା ର ସମୟସୀମା ଓ ସୀମାକୁ କମ କରିବା ସହିତ ବଇଁଆ ବା ଚିହ୍ନଟ ଲଗାଇବା, ମତ୍ସ୍ୟଜୀବୀଙ୍କ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରିବା,କଇଁଛ କଟକଣା ଆଳରେ ଫିସିଙ୍ଗ ଏରିଆରୁ ବୋଟଗୁଡ଼ିକୁ ବେଆଇନ ଭାବେ ଫରେଷ୍ଟ ବିଭାଗ ପକ୍ଷରୁ ଅଯଥା ହଇରାଣ କରାଇବା,ଉପକୂଳବର୍ତ୍ତୀ ଅଞ୍ଚଳରେ ଥ‌ିବା କମ୍ପାନୀଗୁଡିକର ବର୍ଜ୍ୟ ଜଳକୁ ସମୁଦ୍ର ଏବଂ ନଦୀରେ ନ ଛାଡ଼ିବା ପ୍ରଭୃତି ଦାବିକୁ ତୁରନ୍ତ ପୂରଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି।
Mangal Arati: ଅଣସର ଘରେ ମହାବାହୁ, ମଙ୍ଗଳ ଆଳତି ଦେଖି ଆରମ୍ଭ କରନ୍ତୁ ଆପଣଙ୍କ ଦିନଚର୍ଯ୍ୟା
Play icon02:25
Varsha Priyadarshini: ବର୍ଷାକୁ ମନଭରି ଅନୁଭବ କଲେ ବର୍ଷା ପ୍ରିୟଦର୍ଶିନୀ, ଦେଖନ୍ତୁ ଭିଡିଓ
Play icon01:00
Delhi Rain: ଦିଲ୍ଲୀରେ ଦୁବାଇ ପରି ସ୍ଥିତି, ଅସରାଏ ବର୍ଷାରେ ଉବୁଟୁବୁ ହେଲା ରାଜଧାନୀ
Play icon02:03
T20 World Cup Final: ୧୭ ବର୍ଷ ପରେ ପୁଣି ଟ୍ରଫି ପାଇବ କି ଭାରତ? ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲା ପୂରା ଟିମ୍
Play icon01:27
Odisha Crime: ପୁଅର ଠେଙ୍ଗା ମାଡରେ ନିରୀହ ବାପାର ମୃତ୍ୟୁ,ପୁଅ ଗିରଫ
Play icon01:05
Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ, ଦେଖନ୍ତୁ ଏହି ଭିଡିଓ..
Play icon02:29
Ratha Yatra Niti: ୧୯୭୧ ମସିହା ଅନୁସାରେ ଚଳିତ ବର୍ଷ ରଥଯାତ୍ରା ସମ୍ପନ୍ନ ହେବ
Play icon07:10
MLA Jaynarayan Mishra: ସମ୍ବଲପୁରରେ ଜଣ୍ଡିସ ସ୍ଥିତି କୁ ନେଇ ସମୀକ୍ଷା କରିଛନ୍ତି ବିଧାୟକ ଜୟ ନାରାୟଣ ମିଶ୍ର
Play icon06:24
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:13
Mohan Charan Majhi: ତଳେ ଚକା ପକାଇ ଖାଇଲେ ମୁଖ୍ୟମନ୍ତ୍ରୀ, ମୁହଁ ପୋଛିଦେଲେ ମା
Play icon04:40
Naveen Patnaik: ସଂସଦରେ କଠୋର ଆଭିମୁଖ୍ୟ ରଖିବ BJD’ ନବୀନ ଦେଲେ ଗୁରୁମନ୍ତ୍ର
Play icon00:27
Ratha Khala: ରଥଖଳା ଚଳଚଞ୍ଚଳ, ସରିଛି ଚାରି ନାହକାରେ ଭୂଇଁ ପଡ଼ିବା କାର୍ଯ୍ୟ
Play icon04:42
Sonakshi Iqbal Wedding: ସୋନାକ୍ଷୀ-ଇକବାଲଙ୍କ ବିବାହରେ ସେଲିବ୍ରିଟିଙ୍କ ଭିଡ଼
Play icon02:34
Diphtheria Disease: ନାରାୟଣପାଟଣାରେ ଦେଖା ଦେଲାଣି ଡିପଥେରିଆ ରୋଗ
Play icon00:48
Odisha CM: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୁରକ୍ଷା କଡାକଡି
Play icon03:10
Viral Video: ଉଚ୍ଚ ଅଟ୍ଟାଳିକା ଛାତରୁ ଓହଳି ପ୍ରେମିକା କରୁଥିଲା ରିଲ୍, ତା ପରେ...
Play icon00:58
Mohan Charan Majhi: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ, ମା’ତାରିଣୀ ପୀଠ ପାଇଁ୫୦ କୋଟିର ପ୍ୟାକେଜ ଘୋଷଣା
Play icon05:02
Mohan Charan Majhi: ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Play icon03:05
Jay Jagannath:  ୧୩ ଦିନିଆ ଅଣସରରେ ମହାବାହୁ, ଏପଟେ ଦର୍ଶନ କରୁଛନ୍ତି ପଟିଦିଅଁ
Play icon02:02
CM Mohan Ch Majhi: ଜଳସମ୍ପଦ ବିଭାଗ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମିଟିଂ
Play icon00:43
Snana Yatra: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାବାହୁ
Play icon02:20
Surama Padhy: ପୁରୀ ଯାଇ ମହାପ୍ରଭୁଙ୍କ ସାନିଧ୍ୟ ନେଲେ ରାଜ୍ୟ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ
Play icon03:03
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:16
Giorgia Meloni: ନବେ ଦଶକରେ କେମିତି ଦିଶୁଥିଲେ ମୋଦିଙ୍କ ଫ୍ରେଣ୍ଡ ମେଲୋନି, ଦେଖନ୍ତୁ ଭିଡିଓ
Play icon01:04
Sarat Patnaik: କାଳି ମାଡ଼ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି, ମୋ ବାମ ଆଖିଟା...
Play icon01:31
Prakruti Mishra: ବେଙ୍ଗାଲୁରୁରେ ଥିବା ଓଡ଼ିଆଙ୍କ ପାଇଁ ପ୍ରକୃତି ମିଶ୍ରଙ୍କ ଏହି ଖାସ୍ ମେସେଜ୍
Play icon01:13
PCC President: କଂଗ୍ରେସ ଭବନ ଚାମ୍ବରରେ ବସିଥିବା ବେଳେ ପିସିସି ସଭାପତିଙ୍କୁ କାଳିମାଡ଼
Play icon00:36
Odisha News: ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁ ରେ ପହଞ୍ଚିଲା ମର ଶରୀର, ଦେଖନ୍ତୁ ଏହି ଭିଡିଓ
Play icon01:22
Accident News: ଅଜଣା ଗାଡ଼ି ଧକା ରେ ବାଇକ୍ ଆରୋହୀ ମୃତ, ଦେଖନ୍ତୁ ଏହି ଭିଡିଓ
Play icon01:35
Beef sized: ଖୋର୍ଦ୍ଧା ପୌର ପରିଷଦ ଅଞ୍ଚଳରୁ ବିପୁଳ ପରିମାଣର ଗୋମାଂସ ଜବତ, ଜଣେ ଅଟକ
Play icon01:29