Advertisement

Viral Video

alt
ମୁମ୍ବାଇ ଲୋକାଲ ଟ୍ରେନର ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜୀବନକୁ ବିପଦରେ ପକାଇବା ମୁମ୍ବାଇବାସୀଙ୍କ ପାଇଁ ଏକ ଟ୍ରେଣ୍ଡ । ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ। ଲୋକଟି ଖସିପଡ଼ିଥିବା ଦେଖି ଲୋକେ ଚିତ୍କାର କରିଥିଲେ । ଭାଇରାଲ ଭିଡିଓକୁ ମୁମ୍ବାଇର ସେଣ୍ଟ୍ରାଲ ଲାଇନ୍ ର ବୋଲି କୁହାଯାଉଛି। ମୁମ୍ବାଇ ଲୋକାଲ ଟ୍ରେନ ସହ ଏକ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟ ଯାଉଥିଲା। ଏକ୍ସପ୍ରେସ ଟ୍ରେନରେ ବସିଥିବା ଲୋକମାନେ ଲୋକାଲ ଟ୍ରେନରେ ଓହଳି ଯାତ୍ରା କରୁଥିବା ଲୋକଙ୍କ ଭିଡିଓ ରେକର୍ଡ କରୁଥିଲେ । ଏହି ସମୟରେ ଏକ ଛୋଟ ଜାଗାରେ ୪ ଜଣ ଯୁବକ ଝୁଲନ୍ତା ଅବସ୍ଥାରେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ତେବେ କିଛି ସମୟ ପରେ ୪ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଟ୍ରେନରୁ ଖସି ପଡ଼ି
Jul 26,2024, 19:49 PM IST
Read More

Trending news