Advertisement
Videos Details/odisha/zeeodisha2345088
Video ThumbnailPlay icon

Weather Report: ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଏବେବି ସକ୍ରିୟ ରହିଛି ଅବପାତ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଥିବା ବେଳେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ। ଦୁର୍ବଳ ହେବାପରେ ବର୍ଷାର ପ୍ରକୋପ ରାଜ୍ୟରେ ହ୍ରାସ ହେବାକୁ ଥିବା ବେଳେ ହଟିଛି ରେଡ ଆଲର୍ଟ। ତଥାପି ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ। ଆସନ୍ତା ୨୪ ଘଂଟା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି।ସେହିପରି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ନୟାଗଡ ,ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
Video: ଯାତ୍ରା ଷ୍ଟେଜରେ ନେହା ନାଗେଶ୍ୱରୀଙ୍କ ଜଲୱା, ଦେଖନ୍ତୁ ଭିଡିଓ
Play icon00:35
Monkey Viral Video: ମହିଳାଙ୍କ କୋଳରେ ବସି ରାମ ନାମ ଜପ ଜପିଲା ବାନର, ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ
Play icon01:04
Amazing Video: ଛୋଟ ପିଲାଟିର ଅଭିନୟ ସୋସିଆଲ ମିଡିଆରେ ଜୋରଦାର ହେଉଛି ଭାଇରାଲ୍, ଆପଣ ଦେଖିଛନ୍ତି କି ଏହି ଭିଡିଓ
Play icon00:49
Salman Khan Video: ସଲମାନଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ୍, ଭିଡିଓ ଭାଇରାଲ ପରେ...
Play icon01:14
Weather Report: ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ, ଅଗଷ୍ଟ ୩୧ ଯାଏଁ ରାଜ୍ୟରେ ବିକ୍ଷିପ୍ତ ବର୍ଷା
Play icon03:30
Crocodile Viral Video: ୟୁନିଭର୍ସିଟି କ୍ୟାମ୍ପସ ଭିତରକୁ ପଶିଆସିଲା ବିରାଟକାୟ କୁମ୍ଭୀର, ଛାତ୍ରଛାତ୍ରୀ ଛାନିଆ
Play icon01:37
ରାସ୍ତା ଉପରେ ହୁ ହୁ ହୋଇ ଜଳିଗଲା ଯାତ୍ରୀ ଭର୍ତ୍ତି ବସ। ଦେଖନ୍ତୁ ଭିଡିଓ...
Play icon00:27
Puri Accident: ପୁରୀରେ ଅଘଟଣ, ମନ୍ଦିର ସାମ୍ନାରେ ବସିଥିବା ଭକ୍ତଙ୍କ ଅଣ୍ଟା ଉପରେ ଚଢିଗଲା କାର୍
Play icon01:02
Viral Video: ଏବେ ବସ୍ କାର ଛାଡ଼ନ୍ତୁ...ବର୍ଷା ପାଣିରେ ଭାସିଗଲା ପୂରା ପୋଲିସ ଷ୍ଟେସନ
Play icon01:19
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:58
Viral video: ଫଣା ଟେକି ଚୋଟ ମାରିଲା ନାଗରାଜ, ମହିଷୀ କଲା ଏପରି କାମ ସାପ ହୋଇଗଲା ଆଶ୍ଚର୍ଯ୍ୟ!
Play icon00:15
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାବୁସାନ ମହାନ୍ତି ପୁଅଙ୍କର ଏହି ଭିଡିଓ....
Play icon01:07
ବନ୍ଧୁକ ମୂନରେ ଦୋକାନରୁ ପୋଛିନେଲେ ସୁନା, ସିସିଟିଭିରେ ଭିଡିଓ ରେକର୍ଡ
Play icon01:29
Video: ଏମିତି ବି ଧରାଯାଏ ମାଛ, ଦେଖିଲେ ହେବେ ଆଶ୍ଚର୍ଯ୍ୟ
Play icon01:20
ଜନଗହଳି ମଧ୍ୟରେ ବିଜେପି ନେତାଙ୍କ ଉପରକୁ ଗୁଳିମାଡ, ପଶ୍ଚିମବଙ୍ଗରୁ ଆସିଲା ଦୁଃଖଦ ଭିଡିଓ...
Play icon00:25
Viral Video: ରାଜପଥରେ ଯମରାଜ, ବାଛିବାଛି ନେଉଛନ୍ତି ଜୀବନ; ଭାଇରାଲ ହେଉଛି ଭିଡିଓ
Play icon00:42
Vigilance Raid: ଭିଜିଲାନ୍ସ ଜାଲରେ ଉଚ୍ଚ ମାଧ୍ୟମିକ ଶିକ୍ଷାପରିଷଦ ରେକର୍ଡ ଯୋଗାଣ ଅଧିକାରୀ ପୂରେନ୍ଦ୍ର କୁମାର ସେଠୀ
Play icon01:04
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Video: ବାଇକ ରାଇଡରଙ୍କ ଏହି ରିଲ୍ସ ହେଉଛି ଖୁବ ଭାଇରାଲ୍
Play icon00:22
Video: ରାସ୍ତାରେ ନାଚି କମାଲ କଲେ ଗାଁ ସ୍କୁଲ ଝିଅ, ଦେଖନ୍ତୁ ଭିଡିଓ
Play icon00:34
Viral Video: କାର ପାର୍କିଂକୁ ନେଇ ତୁମୁଳକାଣ୍ଡ, ଦୁଇ ପଡୋଶୀଙ୍କ ଭିତରେ ହାତାହାତୀ ସ୍ଥିତି
Play icon03:13
Video: ପାଣିରେ ଚାଲିଛି କ୍ରିକେଟ୍ ଖେଳ, ପହଁରି ରନ୍ ନେଉଛନ୍ତି ଖେଳାଳି
Play icon00:36
Weather Report: ଲଘୁଚାପ ଯୋଗୁଁ ୩୦ ତାରିଖରୁ ବଢ଼ିବ ବର୍ଷା
Play icon03:47
Video: ପ୍ରକୃତିଙ୍କ ହାତ ଧରି ଚାଲୁଛନ୍ତି ବାବୁସାନ୍, ଭାଇରାଲ୍ ହେଉଛି ଭିଡିଓ
Play icon00:22
Video: ଅଶ୍ୱିନ-ପ୍ରେରଣାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍
Play icon00:37
Viral Video: ସ୍କୁଲ ଛାତ୍ରୀଙ୍କୁ ନିର୍ଦ୍ଧୁମ ମାଡ଼, ଭାଇରାଲ ହେଲା ଭିଡିଓ...
Play icon01:12
ViraL Video: ମଦ ପାଇଁ ମହାଭାରତ! ଖଣ୍ତାରେ ଯୁବକଙ୍କୁ ଆକ୍ରମଣ, ସିସିଟିଭିରେ କଏଦ ହେଲା ଭିଡିଓ
Play icon01:48
Viral Video: ଟ୍ରାକ ଉପରେ ଶୋଇଥିଲେ ବୃଦ୍ଧ, ମାଡି ଆସିଲା ଟ୍ରେନ ଆଉ ତା'ପରେ... ଦେଖନ୍ତୁ ଭିଡିଓ
Play icon00:28
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Video: ଏମିତି ଜନ୍ମାଷ୍ଟମୀ ପାଳିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
Play icon00:58