Advertisement
Videos Details/odisha/zeeodisha2058162
Video ThumbnailPlay icon

Puri Security: ପରିକ୍ରମା ପ୍ରକଳ୍ପ, ୨ୟ ପର୍ଯ୍ୟାୟ ସୁରକ୍ଷା ପାଇଁ ମୁତୟନ ହେବେ ୬୪ପ୍ଲାଟୁନ ଫୋର୍ସ

୧୭ ତାରିଖରେ ଶ୍ରୀସେତୁ, ଶ୍ରୀ ଦାଣ୍ଡ, ଜଗନ୍ନାଥ ବଲ୍ଲଭ ପାକିଂ ଆଦି କାର୍ଯ୍ୟକ୍ଷମ ହୋଇଯାଉଥିବାରୁ ପରିକ୍ରମା ପ୍ରକଳ୍ପ ସହ ଲୋକାର୍ପଣ ପାଇଁ ଦ୍ବିତୀୟ ପର୍ଯ୍ଯାୟ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ। ଏଥିପାଇଁ ଅଧିକ ୨୦ ପ୍ଲାଟୁନ୍ ଅର୍ଥାତ ୬୪ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏପରିକି ଏହି ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ପ୍ରଦାନ କରିବ ପୁଲିସ । ନିୟୋଜିତ ଅଧିକାରୀଙ୍କୁ କେନ୍ଦ୍ରାଞ୍ଚଳ ଆଇଜି ଶ୍ରୀ ଆଶିଷ ସିଂହ ଓ ଡିଆଇଜି କେ.ବିଶାଲ ସିଂହ ସୁରକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ସୁରକ୍ଷା ଦାୟିତ୍ଵରେ ଥିବା ସମସ୍ତ ଅଧିକାରୀ ନିଜ ନିଜ ସ୍ଥାନରେ ନିୟୋଜିତ ହୋଇଛନ୍ତି।
Viral Video: ଅଟୋ ନା ମିନି ବସ୍? ଗୋଟିଏ ରିକ୍ସାରେ ବସିଥିଲେ ୧୯ ଜଣ! ପୋଲିସ ମଧ୍ୟ ହୋଇଗଲା ଆଶ୍ଚର୍ଯ୍ୟ
Play icon01:04
KIIT University New Video: ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଅଶାନ୍ତ କିଟ୍ କ୍ୟାମ୍ପସ, ଭାଇରାଲ ହେଲା ଆଉ ଏକ ଭିଡିଓ
Play icon00:57
Viral Video: ଆନନ୍ଦପୁର ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ, ଦେଖନ୍ତୁ ଏହି ଭିଡିଓ...
Play icon02:20
VIDEO: ଇଣ୍ଟରନେସନାଲ ପାଲଟିଲା ଛି ଛି ଛି ଓଡ଼ିଆ କୋରାପୁଟିଆ ଗୀତ! ଚତ୍ମକାର ଭାବରେ ଗାଇଲେ କିଲି ପଲ୍
Play icon00:33
Accident Video: ପାଣିକୋଇଲି ଚାନ୍ଦପୁର ଛକ ନିକଟରେ ଭୟଙ୍କର ଦୁର୍ଘଟଣା, ଅକାଳରେ ଚାଲିଗଲା ୨ ଜୀବନ, ଦେଖନ୍ତୁ ଏହି ଭିଡିଓ...
Play icon01:57
KIIT University Video: ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପରେ କ୍ୟାମ୍ପସ ଛାଡିବାକୁ ନେପାଳ ଛାତ୍ରଛାତ୍ରୀଙ୍କୁ କର୍ତ୍ତୃପକ୍ଷଙ୍କ ନାଲିଆଖି
Play icon01:22
 Python Video: ଭିଡିଓ ପାଇଁ ଅଜଗରକୁ ଧରି ମଜାକ୍ କରୁଥିଲେ ଯୁବକ, ଆଉ ତା' ପରେ...ଦେଖନ୍ତୁ ଏହି ଭିଡିଓ...
Play icon01:38
Riya Dey Video: ପଛ ପଟେ ଲୋକଙ୍କ ଚିତ୍କାର ଷ୍ଟେଜ୍ ଉପରୁ ଏପରି ରିଆକ୍ସନ ଦେଲେ ଅଭିନେତ୍ରୀ ରିୟା ଦେ', ଭାଇରାଲ ହେଉଛି ଏହି ଭିଡିଓ..
Play icon00:46
Delhi Earthquake: ଭୟଙ୍କର ଥିଲା ଭୂକମ୍ପର ଝଟକା, ଭାଇରାଲ ହେଲା ସିସିଟିଭି ଭିଡିଓ
Play icon01:12
Viral Video: କିଛି ଦିନ ପରେ ପୁଣି ଥରେ ଭାଇରାଲ ହେଲା ଇନଷ୍ଟା ଗାର୍ଲ ତେଜୁଙ୍କର ଭିଡିଓ
Play icon00:21
Video: ଉର୍ବଶୀ ରୌତେଲାଙ୍କୁ ଚ୍ୟାଲେଞ୍ଜ ଦେଲେ କି ଅଭିନେତ୍ରୀ ରିୟା ? ଦେଖନ୍ତୁ ଭିଡିଓ
Play icon00:36
Anubhav Something Video: ନିଜ ବାୟୋଗ୍ରାଫି ଉନ୍ମୋଚନ ବେଳେ ଜାଗ୍ରତିଙ୍କ ସହ ଅନୁଭବଙ୍କ ଭିଡିଓ ଭାଇରାଲ
Play icon00:50
Video: ଯାତ୍ରା ଅଭିନେତା ବାପି ପଣ୍ଡା ହେଲେ ଭାବବିହ୍ୟୁଳ, ଦେଖନ୍ତୁ ଭିଡିଓ
Play icon00:44
Mo Bus Accident: କେମିତି ସ୍କୁଟି ସହ ମହିଳାଙ୍କୁ ଧକ୍କା କରି ଘୋଷାଡି ନେଇଥିଲା ମୋ ବସ୍, ଭିଡିଓ ଭାଇରାଲ
Play icon01:13
Prakruti Mishra New Video: ବ୍ଲାକ୍ ଡ୍ରେସରେ ଭାଇରାଲ ହେଲା ସୁନ୍ଦରୀ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ
Play icon00:55
Video: ଯାତ୍ରା ମଞ୍ଚରେ ଅଭିନେତ୍ରୀ ଏଲିନାଙ୍କୁ ଦେଖି ଏମିତି ହରକତ କଲେ ନାବାଳକ
Play icon00:33
Weather Report: ୧୯ରୁ ୨୧ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା
Play icon03:58
Video: ରାମାରେ ରାମାରେ ଗୀତରେ ଠୁମକା ଲଗାଇଲେ ରାଣୀ ପଣ୍ଡା, ଭିଡିଓ ଭାଇରାଲ୍
Play icon00:46
Elina Samantaray Video: ସୁଟିଂ ସେଟରୁ ଏମିତି ଅବସ୍ଥାରେ ଭାଇରାଲ ହେଲା ଏଲିନାଙ୍କ ଭିଡିଓ
Play icon01:08
Video: ଉନ୍ମୋଚନ ପୂର୍ବରୁ ମତେ ବହି ପଢିବାକୁ ଦିଆଯାଇନଥିଲା- ଅନୁଭବ ମହାନ୍ତି
Play icon00:25
Rani Panda Video: ଦୈତାରୀଙ୍କୁ ଧରି ଭୋ ଭୋ ହେଇ କାନ୍ଦିଲେ ରାଣୀ ପଣ୍ଡା
Play icon01:04
Viral Video: ଖଣ୍ଡଗିରି ଯାତ୍ରା ସମୟରେ ରୋମାଣ୍ଟିକ ମୁଡରେ ନଜର ଆସିଲେ ବ୍ୟାଡ ବୟ ଯାତ୍ରା କଳାକାର ପିୟୁଷ, ଭିଡିଓ ହେଉଛି ଭାଇରାଲ
Play icon00:16
Delhi Stampede Video: ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟାର ଭୟଙ୍କର ଭିଡିଓ ଭାଇରାଲ
Play icon01:11
CCTV Video: କୋଚିଂ ସେଣ୍ଟରରେ ଛାତ୍ରଙ୍କୁ ଛୁରାମାଡ଼ର ସିସିଟିଭି ଭିଡିଓ ଭାଇରାଲ
Play icon00:43
Viral Video: ପୁଣି ଥରେ ସାହୁ ଭାଉଜଙ୍କ ୨୨ ସେକେଣ୍ଡର ଭିଡିଓ ଭାଇରାଲ
Play icon00:23
Viral Video: ଓଡ଼ିଆ ଅଭିନେତ୍ରୀ ଏଲି ପାଢୀଙ୍କର ଆଉ ଏକ ଭିଡିଓ ହେଉଛି ଭାଇରାଲ
Play icon00:16
Sofia Firdous Video: ପ୍ରଶ୍ନବାଣରେ ସରକାରଙ୍କୁ ଘେରିଲେ ବିଧାୟିକା ସୋଫିଆ ଫିରଦୋସ, ଦେଖନ୍ତୁ ଏହି ଭିଡିଓ...
Play icon02:30
 Viral Video: ଝରଣା କୂଳରୁ ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମାଙ୍କ ଆଉ ଏକ ଭିଡିଓ
Play icon00:28
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon04:36
Video: ବର୍ଷାଙ୍କ ପାଇଁ ଠାକୁରଙ୍କୁ ଡାକିଲେ ଅନୁଭବ, ମୁଁ ସାଂସଦ ଥିଲି ସେ ମନ୍ତ୍ରୀ ହୁଅନ୍ତୁ...
Play icon00:53