ଅଯୋଧ୍ୟାରେ ନିର୍ମାଣଧୀନ ଭବ୍ୟ ରାମ ମନ୍ଦିରର ଗର୍ଭଗୃହ କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ପ୍ରଥମ ମହଲା ନିର୍ମାଣ କାର୍ଯ୍ୟ ମଧ୍ଯ ଶେଷ ହୋଇଛି । ଆସନ୍ତା ବର୍ଷ ମକର ସଙ୍କାନ୍ତି ପରେ ଜାନୁଆରୀ ମାସ ୧୬ ତାରିଖରୁ ୨୪ ତାରିଖ ମଧ୍ଯରେ ଏହା ପ୍ରତିଷ୍ଠା କରାଯିବ। ତେବେ ବର୍ତ୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ବେଳେ ଏହାର ଏକ ସୁନ୍ଦର ଭିଡ଼ିଓ ସାମ୍ନାକୁ ଆସିଛି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.