କୁହାଯାଏ, କର୍ମ ହିଁ ପ୍ରକୃତ ଭଗବାନ । ମଣିଷ ତା କର୍ମ ପାଇଁ ଏହି ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥାଏ । ତେବେ ଅନେକ ଲୋକେ ଶାରୀରିକ ଅକ୍ଷମତା ଦେଖାଇ କାମଧନ୍ଦା ନ କରି ବସିଥିବାର ଦେଖିବାକୁ ମିଳିଥାଏ । କୁହାଯାଏ ,ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଆଗରେ ଅକ୍ଷମତା ମଧ୍ଯ ହାର ମାନିଥାଏ । ଦେଖନ୍ତୁ ଏହି ଭିଡ଼ିଓ ଗୋଡ଼ ଦୁଇଟି ସିନା ଅଚଳ ହୋଇଯାଇଛି କିନ୍ତୁ ମନୋବଳ ଭାଙ୍ଗିନାହିଁ । ଯୁବକ ଜଣକ କିପରି ଘୋଷାଡ଼ି ହୋଇ ପାହାଚ ପରେ ପାହାଚ ଚଢି ସିମେଣ୍ଟ ବୋହି ନେଉଛନ୍ତି । ସତରେ ତାଙ୍କ ମନୋବଳ ଓ ସାହସକୁ ଶତ ସଲାମ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.