Advertisement
Videos Details/odisha/zeeodisha2202394
Video ThumbnailPlay icon

Odisha bjp: ଆଖଣ୍ଡଳମଣି ମନ୍ଦିର ବେଢାରେ ସେବାୟତଙ୍କୁ BJP ଦଳର କିଛି ଲୋକଙ୍କ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଭଦ୍ରକ ଜିଲ୍ଲା ଆରଡି ପୀଠ ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ସେବାୟତ ତଥା ବଡପଣ୍ଡାଙ୍କ ପୁଅ ବାବାଜି ପାଢୀ ବାବାଙ୍କ ସେବାପୂଜା ସାରି ଫେରୁଥିବା ସମୟରେ ମନ୍ଦିରର ପଶ୍ଚିମଦ୍ବାର ନିକଟରେ ବିଜେପିଦଳର କିଛି ଲୋକ ରକ୍ତମୁଖା ହୋଇ ସଂଘବଦ୍ଧ ଭାବେ ବିଜେପି ହେବୁ ବିଜେପି କଥା କହିବୁ ନହେଲେ ତୋତେ ବାଡେଇକି ଏଠି ଜୀବନରୁ ମାରିଦେବୁ ଏହାକହିବା ସହ ସେବାୟତ ବାବାଜି ପାଢୀଙ୍କୁ ୪\୬ଜଣ ମାଡମାରିବା ସହ ବାଡି ଠେଙ୍ଗାରେ ବାଡେଇ ଚାଲିଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ଧାର କ୍ରମେ ଜୀବନ ବଞ୍ଚାଇ ଦୌଡି ପଳାଇଥିଲେ ବାବାଜି। ପରେ ବାବାଜି ଆରଡିଫାଣ୍ଡିରେ ବିଜେପି ଦଳର ଆରଡିର ମୁଖ୍ଯ ଦେବଦତ୍ତ ପାଢୀଙ୍କ ପୁଅ କାଳିଆ ପାଢୀ ତାଙ୍କ ଭାଇ ବଳରାମ, ଅଜିତ, ପଞ୍ଚୁଆ, ଶଙ୍କରର୍ଷଣ ପ୍ରମୁଖଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।
Rudra Mishra Video: ଭାଇରାଲ ହେଉଛି ଯାତ୍ରା ଅଭିନେତା ରୁଦ୍ର ମିଶ୍ରଙ୍କ ଏହି ଭିଡିଓ...
Play icon00:47
Weather Report: ବର୍ଷାରେ ଭିଜିବ ରଥଯାତ୍ରା, ଜୁନ୍ ୨୭ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ପୂର୍ବାନୁମାନ
Play icon03:37
Odisha Congress: ଦିଲ୍ଲୀରୁ ଆସି କଂଗ୍ରେସ ଭବନରେ ପହଞ୍ଚିଲେ କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
Play icon05:27
Rudra Mishra Viral Video: ବିବାହକୁ ନେଇ ବିବାଦରେ ଥିବା ରୁଦ୍ର ଓ ସ୍ମରଣିକାଙ୍କ ଭିଡିଓ ଭାଇରାଲ
Play icon00:30
Weather Report: ୟେଲୋ ୱାର୍ଣ୍ଣିଂ ଜାରିକଲା ପାଣିପାଗ ବିଭାଗ, ୨୦ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ
Play icon04:24
Narendra Modi: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ହୁଳହୁଳି ସହ ଦୁଲୁଦୁଲି ବାଦ୍ୟରେ ସ୍ୱାଗତ କଲେ ଜନତା
Play icon01:08
Naveen Patnaik: ସୁସ୍ଥ ହେବାକୁ ମୁମ୍ବାଇ ଗଲେ ନବୀନ ପଟ୍ଟନାୟକ...ଜୟ ଜଗନ୍ନାଥ ଜୟ ନବୀନ ରେ କମ୍ପିଲା ପୂରା ବିମାନ ବନ୍ଦର
Play icon02:08
Gopalpur Seabeach: ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ଗୋପାଳପୁର ବେଳାଭୂମି?ସ୍ଥିତି ପରିଖିଲା ଜୀ ଓଡି଼ଶା ନ୍ୟୁଜ ଟିମ୍
Play icon05:22
Riya Dey Viral Video: ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:38
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଓ ମହାପ୍ରଭୁଙ୍କ ସିଂହଦ୍ୱାରା ଫିଟା ନୀତି ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ..
Play icon02:27
Video: ଅଭିନେତ୍ରୀଙ୍କ ସହ ପାର୍କରେ ନଜର ଆସିଲେ ସାଂସଦ ଅପରାଜିତା, ଜାଣନ୍ତୁ କାହିଁକି
Play icon01:27
Weather Report: ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
Play icon03:56
Actress Jhilik Viral Video: ଭାଇରାଲ ହେଲା ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଏହି ଭିଡିଓ...
Play icon00:30
Iran-Israel Conflict: ଇସ୍ରାଏଲର ମେଡିକାଲ ସେଣ୍ଟର ଉପରେ ମିଶାଇଲ ମାଡ଼, ଭିଡିଓ ହେଲା ଭାଇରାଲ
Play icon00:44
Ollywood: ସବ୍ୟଙ୍କ 'ଅନନ୍ତା' ସିନେମା ପାଇଁ ଏମିତି ବଛା ହୋଇଥିଲେ କଳାକାର, ଦେଖନ୍ତୁ ଏହି ଭିଡିଓ...
Play icon02:10
BJD MLA Souvic Biswal: କହୁ କହୁ କହିଦେଲେ ବିଧାୟକ ସୌଭିକ ! ପୁଣି ବିଜେଡିରେ କନ୍ଦଳ ପଡ଼ିଲା ପଦାରେ...
Play icon05:16
Education Minister: ହଇଜା ଟେନସନ ମଧ୍ୟରେ କାଲିଠୁ ଖୋଲୁଛି ସ୍କୁଲ, ମଧ୍ୟାହ୍ଣ ଭୋଜନକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ପ୍ରତିକ୍ରିୟା
Play icon02:31
Bhakta Das: 'ଆଗ ରାଜ୍ୟରେ ଦୁଷ୍କର୍ମ ଓ ହଇଜା ବନ୍ଦ କରନ୍ତୁ...ପରେ ମୋଦି ଓଡ଼ିଶା ଗସ୍ତ କରନ୍ତୁ'
Play icon02:01
Weather Report: ରାଜ୍ୟରେ ଲଘୁଚାପ ଜନିତ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି...
Play icon04:25
Actress Nikita Mishra Video: ଭାଇରାଲ ହେଲା ଅଭିନେତ୍ରୀ ଝିଲ୍ଲି ଅର୍ଥାତ୍ ନିକିତା ମିଶ୍ରଙ୍କ ଏହି ଭିଡିଓ...
Play icon00:50
Viral Video: ସମୂଦ୍ରରେ ଗୋଧୋଇବା ବେଳେ ଭାସିଗଲେ ୩ ପର୍ଯ୍ଯଟକ, ଭାଇରାଲ ହେଉଛି ଏହି ଭିଡିଓ...
Play icon04:02
Video: ଶେଷ ରାତିରେ ଯାତ୍ରା ରଙ୍ଗମହଲ ମଞ୍ଚରେ ହେଲା ଏମିତି କିଛି, ଦେଖନ୍ତୁ ଭିଡିଓ
Play icon00:28
Video: ସବ୍ୟଙ୍କ ପାଇଁ ଅନନ୍ତା ହେବା ସହଜ ନଥିଲା, ଦେଖନ୍ତୁ ସୁଟିଂ ସେଟ୍ ଭିଡିଓ
Play icon00:56
Weather Report: ଘଡ଼ଘଡ଼ି ପବନ ସହ ପ୍ରବଳ ବର୍ଷା ନେଇ ଏହି ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon05:15
Couple viral Video: ବାଇକ ଉପରେ ଖୁଲମଖୁଲା ପ୍ରେମ କରିବା ପଡିଲା ମହଙ୍ଗା, ପୁଲିସ କାଟିଲା ୫୨ ହଜାର ଟଙ୍କାର ଚାଲାଣ; ଭିଡିଓ ଭାଇରାଲ
Play icon00:26
Diarreha Fear: ଜିଲ୍ଲାକୁ ଜିଲ୍ଲା ଡେଉଁଛି ଝାଡାବାନ୍ତି ରୋଗ...ସଚେତନ କରାଇଲେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ
Play icon04:19
Weather Report: ୧୬ ରୁ ୨୦ ଜୁନ୍ ଯାଏଁ ରାଜ୍ୟରେ ବର୍ଷା ସତର୍କତା, ସୂଚନା ଦେଲା ପାଣିପାଗ ବିଭାଗ
Play icon04:46
Raja Parab: ରଜ ଏକ ଅନନ୍ୟ ଓ ନିଆରା କୃଷିଭିତ୍ତିକ ପର୍ବ, ଆଜି ଶେଷ ରଜରେ ଏକାଠି ହେଲେ ସମସ୍ତେ
Play icon03:43
Viral Vdeo: ନୂଆ ରୂପରେ ନଜର ଆସିଲେ ଯାତ୍ରା ଅଭିନେତ୍ରୀ ରାଣୀ
Play icon00:21
Weather Report:  ଆସନ୍ତାକାଲିଠାରୁ ୧୮ ତାରିଖ ଯାଏଁ ପ୍ରବଳ ବର୍ଷିବ, ପାଗ ରହିବ କୋହଲା ଓ ଥଣ୍ଡା
Play icon04:45
Advertisement
;