ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ୮୮ ତମ ଚଇତି ପର୍ବ । ଆଜିଠାରୁ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଆଜିହୋମ ଯଜ୍ଞ, ଚଣ୍ଡିପାଠ, ସତ୍ୟ ନାରାୟଣ ପୂଜା ସହ ମାଙ୍କ ନିତୀ ପୂଜାରେ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଭିନ୍ନ ଏକ ପରିବେଶ । ଆଜି ପ୍ରଥମ ଦିନରେ ମା''ଙ୍କ ନିତୀ ପୂଜା ସହିତ ମାଙ୍କ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହୋଇଛି । ଆଜି ସକାଳୁ ମା''ଙ୍କର ସ୍ନାନ କାର୍ଯ୍ୟ ସମାପନ କରାଯାଇ ସୁନାବେଶ କରାଯିବା ସହ ଯଥା ବିଧିରେ ପୂଜା ବିଧିରେ