Video: ସୋସିଆଲ ମିଡିଆରେ ସବୁବେଳେ କିଛିନା କିଛି ନିଆରା କରିଥାନ୍ତି ପାଇକ ପୁଅ ରିତେଶ । 'କର୍ମ' ଫିଲ୍ମ ରିଲିଜ୍ ପୂର୍ବରୁ ବର୍ତ୍ତମାନର ଟ୍ରେଣ୍ଡିଂ ଗୀତ 'ଚିରିଂ ଚିରିଂ' ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ପ୍ରାୟତଃ ଅଧିକାଂଶ ଯୁବପିଢୀ ଏଥିରେ ରିଲ୍ସ କରୁଥିବା ଦେଖିବାକୁ ମିଳିଛି । ରିତେଶ ମଧ୍ୟ ଟିକେ ନିଆରା ଡଙ୍ଗରେ ଧାନ କ୍ଷେତରେ 'ଚିରିଂ ଚିରିଂ' ରିଲ୍ସ ପ୍ରସ୍ତୁତ କରିଛନ୍ତି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.