CM Naveen pattnaik: ଖୋର୍ଦ୍ଧା ହାବେଳୀ ପଡ଼ିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ମନ୍ମଥ ରାଉତରାୟଙ୍କୁ ବିପୁଳ ପରିମାଣରେ ବିଜୟୀ କରିବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।