Dharmendra Pradhan File Nomination: ସମ୍ବଲପୁର ଜିଲ୍ଲାପାଳ ଙ୍କ ଠାରେ ସମ୍ବଲପୁର ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସମର୍ଥିତ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ | ଆଜି ସକାଳୁ ମା ସମଲେଶ୍ୱରୀ ଙ୍କ ଆଶୀର୍ବାଦ ଲାଭ କରିବା ସହ ସେ ଏକ ବିରାଟ ପଟୁଆର ରେ ଆସି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଥିଲେ |ସେ ଚାରି ସେଟ ନାମାଙ୍କନ ପତ୍ର ଦାଖଲ କରିଥିଲେ | ଆଜି ସମ୍ବଲପୁର ର ଲୋକରଣ୍ୟ କୁ ଦେଖି ଶୀତଲ ଷଷ୍ଠୀ ର ଭ୍ରମ ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା |
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.