Advertisement
Videos Details/odisha/zeeodisha2493984
Video ThumbnailPlay icon

Viral Audio: ବଡ଼ ଭାଇକୁ ବିଷ ଦେଇ ମାରିଦେଲା ସାନ ଭାଇ, ଅଡିଓ ଭାଇରାଲ

Viral Audio: କଥାରେ ଅଛି ଭାଇ ହୁଏ ଭଗାରୀ। ହେଲେ ନିଜ ମା ପେଟର ଭାଇ ଯେ ଭଗାରୀ ହେଇଯିବ ତାହା ବୋଧହୁଏ ଦେବାଶିଷ ଜାଣିନଥିଲେ। କାରଣ ତାଙ୍କ ମରଣ ପାଇଁ ଦାୟୀ ଏବେ ନିଜ ମା ପେଟର ସାନଭାଇ। ରାଗ ଅଭିମାନରୁ ସାନ ଭାଇ ବଡ଼ ଭାଇର ଖାଇବାରେ ବିଷ ଦେଇ ମାରିଦେଇଛି। ଆଉ ମୃତ୍ୟୁ ପୂର୍ବରୁ ଭାଇରାଲ ହେଉଛି ଦୁଇ ଭାଇ ଅର୍ଥାତ୍ ସାନଭାଇ ଓ ବଡ଼ ଭାଇର ବାର୍ତ୍ତାଳପ ର ଅଡିଓ। ଏହି ଅଡିଓରେ ମୃତ୍ୟୁବରଣ କରିଥିବା ଦେବାଶିଷ ସାନ ଭାଇକୁ ପଚାରିଛନ୍ତି ଯେ, କାହିଁକି ଏମିତି ତୁ କଲୁ...ଆଉ ସାନ ଭାଇର ଉତ୍ତର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି...ଏମିତି ଏକ ଲୋମ ଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର।
Video: ମିଛି ମିଛିକା ଭାବବିହ୍ୱୁଳ ହେଲେ ଗୁଲୁଆ, ଦେଖନ୍ତୁ ଏହି ଭିଡିଓ
Play icon00:15
Video: ଯାତ୍ରା ମଞ୍ଚରେ 'ଶକ୍ତିମାନ' ନୃତ୍ୟ, ଭିଡିଓ ଭାଇରାଲ୍
Play icon00:14
Neha Panigrahi: କାର୍ ଖାନା ଭାଉଜଙ୍କ ଆଉ ଏକ ଭିଡିଓ ହେଲା ଭାଇରାଲ...ନିଜ ଯାଙ୍କ ହାତ ଧରି...
Play icon00:42
Lord Jagannath: ଶ୍ରୀଜିଉଙ୍କ ଉପରେ କ୍ରେନ ଯୋଗେ ଢଳାଯାଉଛି କ୍ଷୀର...ଭାଇରାଲ ହେଲା ଭିଡିଓ ବଢିଲା ଅସନ୍ତୋଷ
Play icon00:59
Bheden Tragedy: ପୋଲିସର ଆଖିବୁଜା ଲାଠିଚାର୍ଜ, ଆକ୍ରମଣରେ ମହିଳା ଗୁରୁତର...ଭିଡିଓ ଭାଇରାଲ
Play icon00:25
Video: ଯାତ୍ରା ଅଭିନେତ୍ରୀ ସ୍ନେହାଶ୍ରୀଙ୍କ ଭିଡିଓ ହେଲା ଭାଇରାଲ୍
Play icon00:38
Lipi Mohapatra: ଦମଦାର  ଲୁକ୍ ନେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସାମିଲ ହେଲେ ଅଭିନେତ୍ରୀ ଲିପି
Play icon01:00
Sailendra Samantaray: ଶହ ଶହ ଯୁବତୀଙ୍କ ଗହଣରେ ନାଚିଲେ ଶୈଳେନ୍ଦ୍ର ଭାଇରାଲ ହେଲା ଭିଡିଓ
Play icon01:02
Odisha Weather: ଆହୁରି ହେବ ଶୀତ...ରାଉରକେଲାରେ ୬ ଡିଗ୍ରୀକୁ ରାଜଧାନୀରେ ୧୦ ଡିଗ୍ରୀ ହେଲା ରେକର୍ଡ
Play icon02:32
Riya Dey Dance: ଷ୍ଟେଜ ଉପରୁ ଭାଇରାଲ ହେଲା ଚୁଲୁବୁଲି ନାୟିକା ରିୟା ଦେଙ୍କ ଏହି ସୁନ୍ଦର ଭିଡିଓ
Play icon00:39
Video: ସୁଟିଂ ସେଟ୍ ରେ ଏମିତି ହରକତ କଲେ ସୁମନ ଏବଂ ସାପଲିନ୍, ଭିଡିଓ ଭାଇରାଲ୍
Play icon01:05
Managing Committee: ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଶେଷ...ବୈଠକରେ ନିଆଗଲା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Play icon07:59
Antara Viral Dance: ଷ୍ଟେଜ ଉପରୁ ଭାଇରାଲ ହେଲା ଟ୍ରେଣ୍ଡିଂ ଗୀତରେ ଗାୟିକା ଅନ୍ତରାଙ୍କ ଏହି ଭିଡିଓ
Play icon00:40
Elli Padhi Dance: ରଚନା ସିଦ୍ଧାନ୍ତଙ୍କ ସୁପରହିଟ୍ ଗୀତରେ ନାଚି ଭାଇରାଲ ହେଲେ ଅଭିନେତ୍ରୀ ଏଲି ପାଢୀ
Play icon00:42
Mr Gulua Video: ପୁଣି ଏକ ରିଲ୍ସ ସେୟାର କରିଲେ ମିଷ୍ଟର ଗୁଲୁଆ...ଯୁବତୀ କିଏ ବୋଲି ଉଠିଲା ପ୍ରଶ୍ନ
Play icon00:48
Odisha Weather: ଆଜି ଘୁ.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରି ସେଲସିୟସ ରେକର୍ଡ...୯ଡିଗ୍ରୀରେ ରହିଲା ଦାରିଙ୍ଗବାଡ଼ି
Play icon03:09
Varsha Priyadarshini:ବର୍ଷା ପ୍ରିୟଦର୍ଶିନୀଙ୍କ ଭିଡିଓ ଭାଇରାଲ...ମନଦୁଃଖରେ ଛିଡ଼ା ହୋଇଥିବାର ଦେଖିଲେ ଫ୍ୟାନ୍ସ
Play icon00:39
Aseema Panda Video: ଭାଇରାଲ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଏହି ଭିଡିଓ...
Play icon01:04
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:26
Video: କ୍ଷେତରେ ଫଳିଥିବା ବାଇଗଣରେ ମହିଳା ଦେଖିଲେ 'ଚକା ଆଖି', ଭିଡିଓ ଭାଇରାଲ୍
Play icon00:36
Video: କାଇ ଚଟଣି ଖାଇ ଏମିତି ମକର ପାଳିଲେ ଅଭିନେତା ସ୍ୱରାଜ୍
Play icon01:26
Varsha Viral Video: ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନଙ୍କ ଏହି ଭିଡିଓ...
Play icon00:51
Viral Video: ପରିବାର ସହ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:45
Viral Video: ଭାଇରାଲ ହେଲା ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଏହି ଭିଡିଓ...
Play icon00:27
 ଜଙ୍ଗଲ୍ ଭିତରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ,ଦେଖନ୍ତୁ...
Play icon18:17
Viral Video: ସୋସିଆଲ ମିଡିଆରେ ଭାଇରାଲ ହେଲା ଅଭିନେତ୍ରୀ ଲିପିଙ୍କ ଏହି ଭିଡିଓ...
Play icon00:37
Aseema Panda: ଗର୍ଲସ୍ ଗ୍ୟାଙ୍ଗ ସହ ଧମାକାଦାର ଡ୍ୟାନ୍ସ କଲେ ଗାୟିକା ଅସୀମା ପଣ୍ଡା
Play icon00:40
Snake Viral Video: ସାପ କାମୁଡ଼ିଲା ବୋଲି ଦେଢ ଫୁଟିଆ ସାପକୁ ପକେଟରେ ପୁରାଇ ହସ୍ପିଟାଲରେ ପହଞ୍ଚିଲେ ବ୍ୟକ୍ତି
Play icon00:39
Anu Garg: ରଥଯାତ୍ରା ପ୍ରସ୍ତୁତି ପାଇଁ ପ୍ରଥମ ବୈଠକ କଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
Play icon03:11
Sila Patnaik: ସାମ୍ବାଦିକା ଶିଲା ପଟ୍ଟନାୟକଙ୍କ ମୃତ୍ୟୁକୁ ନେଇ ହସରେ ଉଡ଼ାଇଦେଲେ ମନ୍ତ୍ରୀ, ଭିଡିଓ ଭାଇରାଲ
Play icon00:30
Advertisement