Advertisement
Videos Details/odisha/zeeodisha2203641
Video ThumbnailPlay icon

Maha Bisuba Sankranti: ମହାବିଷୁବ ସଂକ୍ରାନ୍ତିରେ ଆଖଣ୍ଡଳମଣିଙ୍କୁ ଶହଶହ ଗୋପାଳଭକ୍ତଙ୍କ ଜଳଲାଗି

ପବିତ୍ର ମହା ବିଶୁବ ସଂକ୍ରାନ୍ତି ଅବସରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ରାଜ୍ଯର କୋଣ ଅନୁକୋଣରୁ ଶହଶହ ଗୋପାଳଭକ୍ତ ଏକମାସ ବ୍ରତ ରଖି ବିଭିନ୍ନ ନଦୀ ଓ ଜଳାଶୟରୁ ପିତଳ କଳସରେ ଜଳ ନେଇ ଚାଲିଚାଲି ଆସି ସେବାୟତଙ୍କ ଦ୍ବାରା ଜଳଲାଗି କରୁଛନ୍ତି। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଅନ୍ଯପଟେ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ନୀତି ସରିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ପଣାଭୋଗ, ଜଳାଭିଷେକ ନୀତି ସରିବା ପରେ ନବବସ୍ତ୍ର ଓ ଫୁଲଚନ୍ଦନ ଲାଗି କରାଯାଇ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ଯଭୋଗ ଲାଗି କରାଯାଇଥିଲା। ପରେ ଗୋପାଳଭକ୍ତମାନେ ଧାଡିରେ ଯାଇ ସେବାୟତଙ୍କ ଦ୍ବାରା ଜଳଲାଗି କରିଥିଲେ। ଏହି ଶୀତଳ ଉପଚାର ନୀତି ଏକମାସ ଧରି ପୀଠରେ ଅନୁଷ୍ଠିତ ହେବ। ପ୍ରତି ସୋମବାର ସହସ୍ରାଧିକ ଗୋପାଳଭକ୍ତ ଜଳାଭିଷେକ କରିବା ସହ ମାନସିକଧାରୀ ଭକ୍ତ ବାବାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ।
Actress Mithi Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:33
Weather Report: ରାଜ୍ୟବ୍ୟାପୀ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ଅଧିକ ସତର୍କ ରହିବାକୁ ପରାମର୍ଶ ଜାରି...
Play icon04:26
 Viral Video: ସପିଙ୍ଗ୍-ମଲ୍-ରେ ଏମିତି କିଛି ହରକତ୍ କଲେ ଅଭିନେତ୍ରୀ ବିଦୁସ୍ମିତା, ଭାଇରାଲ୍ ହେଲା ଭିଡିଓ
Play icon01:15
CCTV Footage: ବ୍ରହ୍ମପୁରରେ ଭୟଙ୍କର ଦୁର୍ଘଟଣା, ସିସିଟିଭିରେ କଏଦ ହେଲା ଏହି ଦୃଶ୍ୟ...
Play icon01:19
Viral Video: ହାତକୁ ଦି ହାତ ହେବେ ସିରିଏଲ୍ ଅଭିନେତ୍ରୀ ପିହୁ, ହଳଦୀ ରଶମର ଭିଡିଓ ହେଲା ଭାଇରାଲ୍
Play icon01:42
Viral Video: ଶୂନଶାନ୍ ରାସ୍ତାରେ ଏମିତି କିଛି କଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା,ଭାଇରାଲ୍ ହେଲା ଭିଡିଓ
Play icon01:01
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Weather Report: ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon04:25
CCTV Footage: ବ୍ରହ୍ମପୁରରେ ପୁଣି ଆତଙ୍କ,  ଦିନ ଦ୍ବିପହରରେ ଅପରାଧୀଙ୍କ ଆତଙ୍କରାଜ, ଦେଖନ୍ତୁ ଏହି ଭିଡିଓ...
Play icon00:37
Sambalpur mock Drill: ଯୁଦ୍ଧ ପ୍ରସ୍ତୁତି ନେଇ ବାଜିଲା ସାଇରନ୍‌, ଲୋକଙ୍କ ସୁରକ୍ଷା ନେଇ ଏପରି କହିଲା ସମ୍ବଲପୁର ପ୍ରଶାସନ...
Play icon04:14
operation sindoor live:ସୀମାବର୍ତ୍ତି ଅଞ୍ଚଳକୁ ଖାଲି କଲେ ସରକାର
Play icon02:33
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Video: ପୁଣି ଭାଇରାଲ୍ ହେଲା ପ୍ରିୟଙ୍କା ସନମଙ୍କ ଆଉ ଏକ ଭିଡିଓ
Play icon00:46
Mock Drill: ଯୁଦ୍ଧ ପୂର୍ବରୁ ମକ୍ ଡ୍ରିଲ୍! ମକ୍ ଡ୍ରିଲ୍ ସମୟରେ ଜାଣନ୍ତୁ କ'ଣ କରିବେ...
Play icon04:21
Mock drill: ଆସନ୍ତା କାଲି ୪ରେ ମକ ଡ୍ରିଲ ପୂର୍ବରୁ ଏପରି କହିଲେ ସମ୍ବଲପୁର ଜିଲ୍ଲାପାଳ
Play icon03:41
Weather Report: ରାଜ୍ୟରେ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି...
Play icon04:20
Video: ନେହା ନାଗେଶ୍ୱରୀଙ୍କ ସହିତ ବିଶ୍ୱରୂପା, ଜଙ୍ଗଲିଆ ସ୍ଥାନରେ କରୁଛନ୍ତି କଣ? ଦେଖନ୍ତୁ ଭିଡିଓ
Play icon00:57
 Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ଏହି ଭିଡିଓ....
Play icon01:07
Viral Video: ନୂଆ ଘରେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା କଲେ ଏମିତି କିଛି,ଭାଇରାଲ୍ ହେଲା  ଭିଡିଓ
Play icon00:51
Viral Video:  'ମେଡିଇନ୍ ଓଡି଼ଶା' ଗୀତର ଯାତ୍ରା ଅଭିନେତ୍ରୀ କାବେରୀ କଲେ ଜବରଦସ୍ତ ଡାନ୍ସ,ଦେଖନ୍ତୁ
Play icon00:52
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon00:32
Video: ଆକନଙ୍କ ସହ କମାଲ କରିଦେଲେ ଏହି ଯୁବତୀ, ଭିଡିଓ ହେଲା ଭାଇରାଲ୍
Play icon00:32
Weather Report: ରାଜ୍ୟରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ଆଲର୍ଟ ଜାରି...
Play icon03:58
Arundhati devika Video: ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:41
Video: ମନ୍ଦିର ଭିତରୁ ଭାଇରାଲ୍ ହେଲା ଅଭିନେତା ସୁମନଙ୍କ ଭିଡିଓ
Play icon00:28
Weather Report: ଘଡ଼ଘଡ଼ି ପବନ ସହ ବର୍ଷା ନେଇ ଏହି ଜିଲ୍ଲା ପାଇଁ ଆଲର୍ଟ ଜାରି, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ...
Play icon04:02
Shocking Video: ସରପଞ୍ଚଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଅମାନୁଷିକ ଭାବେ ହତ୍ୟା, ଦେଖନ୍ତୁ ଏହି ଭିଡିଓ...
Play icon02:12
Video: ବାହା ହେଲେ କି UntalentedGuy ଉଦିତ୍ ? ବରବେଶ ଭିଡିଓ ଭାଇରାଲ୍
Play icon01:03
Video: ଯାତ୍ରା ଅଭିନେତ୍ରୀ କାବେରୀଙ୍କ ସହ ଟାହିଆ, ଏହି ଭିଡିଓ ହେଉଛି ଭାଇରାଲ୍
Play icon01:00
Viral Video: ଅଭିନେତା ବାବୁସାନଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon00:41
Advertisement
;