ଆମର ସ୍ଥିତିବାନ ଜମି ଜଗନ୍ନାଥଙ୍କ ନାମକୁ ଚାଲିଯାଇଛି, ଆମେ ଘରେ ରହୁଛୁ ସତ, ହେଲେ ବିକ୍ରି ଖରିଦ୍ କରିପାରୁ ନାହୁଁ। ଏପରିକି ଛାତ୍ରଛାତ୍ରୀ ମାନେ ବାସସ୍ଥାନ ପ୍ରମାଣ ପତ୍ର ପାଇ ପାରୁନାହାନ୍ତି। ୨୨ରେ ୫-ଟି ସଚିବ ଭିକେ ପାଣ୍ଡିଆନ ଜଟଣୀ ଓ ଖୋର୍ଦ୍ଧା ଆସୁଛନ୍ତି, ଯଦି ଆମ ସ୍ଥିତିବାନ ଜମି ଆମକୁ ନ ଫେରାଇବେ, ତେବେ ଆଉ ଯେତେବେଳେ ଜଟଣୀ ମାଟିରେ ପାଦଦେବେ, ସେତିକି ବେଳେ ପାଣ୍ଡିଆନ ଓ ତାଙ୍କ ଅଫିସରଙ୍କୁ ବିଷ୍ଟାକୁଣ୍ଡରେ ବୁଡେଇବୁ ଉଠେଇବୁ ବୋଲି କହିଛନ୍ତି ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.