Advertisement
Videos Details/odisha/zeeodisha2331826
Video ThumbnailPlay icon

Hera Panchami: ଆଜି ହେରାପଞ୍ଚମୀ, ମହାଲଷ୍ମୀ ନନ୍ଦିଘୋଷ ରଥର ଭାଙ୍ଗିବେ କାଠ

ଆଜି ଆଷାଢ଼ ଶୁକ୍ଲପକ୍ଷ ଷଷ୍ଠି ତିଥି । ଏହି ତିଥିରେ ମହାପ୍ରଭୁଙ୍କ ହେରାପଞ୍ଚମୀ ନୀତି ଆଜି ରାତ୍ରରେ ଅନୁଷ୍ଠିତ ହେବ। ଜନ୍ମବେଦୀ ଗୁଣ୍ଡିଚାମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ଅଭିମାନିନୀ ମା ମହଲଷ୍ମୀ ନନ୍ଦିଘୋଷ ରଥର ଖଣ୍ଡେ କାଠ ଭାଙ୍ଗିବେ। ମହାପ୍ରଭୁଙ୍କ ଦର୍ଶନ ନ ପାଇ ରାଗ ଜର୍ଜରିତା ମା ମହାଲଷ୍ମୀ ଅଧର ଚୁମ୍ବିତ ଆଜ୍ଞାମାଳ ପାଇ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେପଟେ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରରେ ସକାଳଧୂପ ପରେ ଆଜ୍ଞାମାଳ ଆସି ତିନି ରଥର ଦକ୍ଷିଣମୋଡ କରାଯିବ। ସେଥିପାଇଁ ରଥର ସାମାନ୍ୟ ମରାମତି କରାଯାଇଛି। ଅନ୍ୟପଟେ ଆସନ୍ତା। ୧୪ ତାରିଖ ରବିବାର ନବମୀ ସଂଧ୍ୟା ଦର୍ଶନ ଉପଲକ୍ଷେ ସକାଳୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆଡପମଣ୍ଡପରେ ଭକ୍ତ କରିପାରିବେ ଦର୍ଶନ। ସେପଟେ ଆଜି ମଧ୍ୟ ଶରଧାବାଲିରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା ।
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59

Play icon03:35
Video: ରାଣୀ ପଣ୍ଡାଙ୍କ ଏହି ରିଲ୍ସ ହେଉଛି ଖୁବ୍ ଭାଇରାଲ୍
Play icon00:28
VIDEO: ପଞ୍ଜାବରେ ବଡ଼ ଅଘଟଣ; ବର୍ଷା ପାଣିରେ ଭାସିଗଲା କାର, ଚାଲିଗଲା ୯ ଜୀବନ
Play icon01:14
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:52
Aseema Panda: ଅସୀମା ପଣ୍ଡାଙ୍କ ବାର୍ବି ଲୁକ୍ ଭାଇରାଲ, ମହୁଆ ଗୀତରେ କଲେ ଜବରଦସ୍ତ ଡ୍ୟାନ୍ସ
Play icon00:56
Weather Report: ସକ୍ରିୟ ରହିଛି ମୌସୁମୀ ବାୟୁ, ୨୪ ଘଣ୍ଟାରେ ୫ ଜିଲ୍ଲାରେ ପ୍ରବଳ ବର୍ଷା
Play icon01:58
Dharmendra Pradhan:'ନୂଆ ରେଳଲାଇନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହେବ ସମ୍ପ୍ରସାରଣ'
Play icon04:44
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Anubhav Mohanty: ଅନୁଭବ ମହାନ୍ତିଙ୍କ ଏହି ଭାଇରାଲ ଭିଡିଓ ଦେଖିଲେ ଡ଼ରିଯିବେ ଆପଣ
Play icon01:06
Lekhashree On BJP: ସମ୍ବିଧାନର ବେକ ମୋଡ଼ି ମାଡ଼ି ନିର୍ବାଚନ ଜିତିବା ପ୍ରଚେଷ୍ଟା କରିଛି ବିଜେପି
Play icon03:22
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Weather Report: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon02:23
Odisha Crime: ଥଣ୍ଡାଦେଇ ପିଲା ଚୋରୀ କରୁଥିଲା ଯୁବକ, ଦେଖନ୍ତୁ ଏହି ଭିଡିଓ
Play icon01:43
Puri Coastal Area: ଜଳୁଛି ବାଂଲାଦେଶ, ପୁରୀ ସୀମା ତଟରେ ହାଇ ଆଲର୍ଟ
Play icon10:43
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:36
Weather Report: ତାରିଖ ଯାଏଁ ପଶ୍ଚିମ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ ଭାରି ବର୍ଷା ସମ୍ଭାବନା, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon02:44
Vigilance Raid: ଭିଜିଲାନ୍ସ ଜାଲରେ କଟକ ଆଠଗଡ଼ ବିଡିଓ, ୮ଟି ସ୍ଥାନରେ ଚଢ଼ଉ, ଦେଖନ୍ତୁ ଏହି ଭିଡିଓ
Play icon01:30
Srimandir: ସିଂହଦ୍ୱାରରେ ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:44
Video: ସୋସିଆଲ ମିଡିଆରେ ନିଆଁ ଲଗାଇଲା କୁକିଜ୍ ସ୍ୱାଇଁଙ୍କ ଏହି ରିଲ୍ସ
Play icon00:31
Weather Report: ଆସନ୍ତା କାଲି ଏହି ଜିଲ୍ଲାମାନଙ୍କରେ ବର୍ଷା ହେବା ନେଇ ଆଲର୍ଟ ଜାରି...
Play icon02:51
ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:44
Weather Report: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..
Play icon03:11
Odisha Crime: ନୃଶଂସ ସାଜିଲା ସ୍ବାମୀ,  ସ୍ତ୍ରୀକୁ ବାଲିଟିରେ ପିଟିପିଟି ହତ୍ୟା, ଦେଖନ୍ତୁ ଏହି ଭିଡିଓ
Play icon00:47
Srimandir:ସିଂହଦ୍ୱାରରେ ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:52
Odisha Crime News;  ପୋଲିସ କବଜାରେ ରସିକିଆ ପ୍ରେମିକ, ୫ଜଣଙ୍କୁ ବିବାହ ପରେ ଆହୁରି ୪୯ ଜଣଙ୍କୁ ଦେଇଥିଲେ କଥା
Play icon03:31
Crocodile Fear: କାଠଯୋଡ଼ି ନଦୀରେ କୁମ୍ଭୀର ଆତଙ୍କ, ଖୁଲମଖୁଲା ବୁଲୁଛି ୧୦ ରୁ ୧୨ ଫୁଟର କୁମ୍ଭୀର
Play icon01:09
Weather Report: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Play icon03:33