Advertisement

Jagatsinghpur

alt
ବହୁ ପ୍ରତୀକ୍ଷା ରେ ଆଜି ଜଗତସିଂହପୁର ଜିଲାର ବାଲିକୁଦା-ଏରସମା ଓ ଜଗତସିଂହପୁର ବିଧାନସଭା ଆସନ ନିମନ୍ତେ ବିଜେପି ତାର ପ୍ରାର୍ଥୀ ଘୋଷଣା କରିଛି । ଜଗତସିଂହପୁର ରୁ ଦଳ ଅମରେନ୍ଦ୍ର ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବାଲିକୁଦା -ଏରସମା ରୁ ସତ୍ୟ ସାରଥି ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଟିକେଟ ଘୋଷଣା ପରେ ଉଭୟ ପ୍ରାର୍ଥୀଙ୍କ ସମର୍ଥକ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସତ୍ୟ ସାରଥି ରାଜନୀତି ରେ ନୂଆ ମୁହଁ ହୋଇଥିବା ବେଳେ ବିଜେଡିର ପୂର୍ବତନ ଜିଲା ସଭାପତି ତଥା ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଥିବା ଅମରେନ୍ଦ୍ର ଦାସ ଛାତ୍ର ରାଜନୀତିରୁ ସକ୍ରିକ ରହି ଆସିଛନ୍ତି । ସେ ଗତ ସପ୍ତାହେ ହେଲା ବିଜୁ ଜନତା ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଛି ।
Apr 16,2024, 18:39 PM IST
alt
କନକଦୁର୍ଗା ଙ୍କ ମନ୍ଦିରରେ ବାରୁଣୀ ଯାତ୍ରା ଅନୁଷ୍ଠିତ।ମାନସିକ ଧାରୀ ଙ୍କ ଭିଡ଼ ଲାଗିଥିବା ବେଳେ ମୁଣ୍ଡ ଉପରେ କୁକୁଡ଼ା ଉଡିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପ୍ରସିଦ୍ଧ ବାରୁଣୀ ଯାତ୍ରାରେ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରଭାତରେ ବାରୁଣୀ ସ୍ନାନ ଓ ପରେ ପରେ ମାନସିକ ଧାରୀଙ୍କ ଦ୍ଵାରା ଦାଣ୍ଡ ଓଳେଇବା ଓ କୁକୁଡ଼ା ଉଡ଼ାଇବା ଭଳି ବିରଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ପଂଚାୟତର କନକ ଦୂର୍ଗାଙ୍କ ମନ୍ଦିରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ ହେଉଛି ଏହି ବାରୁଣୀ ଯାତ୍ରା । ଚୈତ୍ର ମାସ ଚତୁର୍ଦ୍ଦଶୀ ତିଥିରେ ମା ଙ୍କର ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାନସିକ ଧାରିମାନେ ଏହି ପ
Apr 6,2024, 17:00 PM IST
alt
Mar 27,2024, 11:52 AM IST
alt
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର ଗଇଠିପୁର ନଦୀପଠା ରେ ମହିଳା ଙ୍କ ତଣ୍ଟି କାଟିଲେ ଦୁର୍ବୁତ୍ତ | ମହିଳା ଜଣଙ୍କ ହେଲେ ବିନତା ସେଠୀ ଓ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ଛି । ସ୍ଥାନୀୟ ଅଞ୍ଚଳରେ ବିଲେଇଶୁଣି ମକର ନାଚ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଛି। ବିନତା ନିଜ ତିନି ବର୍ଷ ର ଝିଅ ସହ ଗତକାଲି ମକରମେଳା ଦେଖିବାକୁ ଯାଇଥିବା ବେଳେ ଝିଅକୁ ଅନ୍ୟଜଣକୁ ଦେଇ ନଦୀ ପଠା କୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି | ତେବେ ସେ ରାତିରେ ଏକୁଟିଆ ନଦୀ ପଠା କୁ କଣ ପାଇଁ ଗଲେ, ତାଙ୍କୁ କିଏ ଓ କେଉଁ ଉଦ୍ଦେଶ୍ଯରେ ନଦୀ ପଠା ରେ ତଣ୍ଟି କାଟିଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କ
Jan 23,2024, 13:39 PM IST
alt
ସ୍ତବ୍ଧ ହୋଇ ଯାଇଛି ବାରେଡ଼ିଆ ଗାଁ । ସମସ୍ତେ ନିର୍ବାକ । କାହାରି ଓଠରେ ଭାଷା ନାହିଁ । ବାରେଡ଼ିଆ ଗାଁର ବିଏସଏଫ ଯବାନ ସତ୍ୟ ସତ୍ୟ ରଞ୍ଜନ ପାଳଙ୍କର ଗତ 10 ତଳେ କଲିକତା ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିଲା । ଆସନ୍ତା କାଲି ଏକାଦଶାହ ନିମନ୍ତେ ଘର ଆଗରେ ଟେଣ୍ଡ ମଧ୍ୟ ବନ୍ଧା ସରିଥିଲା। ଏଥିରେ ଯୋଗ ଦେବାପାଇଁ ତାଙ୍କର ଦୁଇ ଦାଦା ପୁଅ ଭାଇ ଶୁଭ ରଞ୍ଜନ ଓ ସ୍ୱଦେଶ ଗାଁକୁ ଆସିଥିଲେ । ଗାଁ ପଂଚାୟତ ପୋଖରୀରେ ଦଶାହ କର୍ମ ଚାଲିଥିବା ବେଳେ ସ୍ୱଦେଶ ଓ ଶୁଭ ରଞ୍ଜନ କିଛି ସାଙ୍ଗ ମାନଙ୍କ ସହ ନିକଟସ୍ଥ ଦେବୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ । ଗ୍ରାମ ବାସୀ ମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡ଼ଶ ପୁର ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତା
Oct 17,2023, 20:13 PM IST
alt
Jul 23,2023, 19:32 PM IST
Read More

Trending news