Advertisement
Videos Details/odisha/zeeodisha2289286
Video ThumbnailPlay icon

Mohan Ch Majhi: ଓଡ଼ିଶା ପାଇଲା ନୂଆ ମୁଖ୍ୟମନ୍ତ୍ରୀ, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ପୂରା ରାଜ୍ୟବାସୀଙ୍କୁ ସରପ୍ରାଇଜ୍ ଦେଇଛି ବିଜେପି। ଆସନ୍ତାକାଲି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ। ଏହାସହ ଦୁଇ ଉପମୁଖ୍ୟମନ୍ତ୍ରୀ ବି ପାଇଲା ଓଡ଼ିଶା । ଦୀର୍ଘ ୨୪ ବର୍ଷ ପରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିଛି। ମୋହନ ମାଝୀ ଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆଜି ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହ ପାଟଣାଗଡ ବିଧାୟକ କେଭି ସିଂହ ଦେଓ ଏବଂ ନିମାପଡା ବିଧାୟିକା ପ୍ରଭାତୀ ପରିଡା ଉପ-ମୁଖ୍ୟମନ୍ତ୍ରୀ ଚୟନ ହୋଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ରେସରେ ଅନେକ ନେତା ଥିଲେ ବି, ସମସ୍ତଙ୍କୁ ପଛରେ ପକାଇ ମୋହନ ମାଝୀ ବାଜି ମାରିଛନ୍ତି । ତେବେ କିଏ ଏହି ମୋହନ ମାଝୀ ଆସନ୍ତୁ ଜାଣିବା...
Sonali Panda: ଏକ ସୁନ୍ଦର ଗୀତରେ ଭାଇରାଲ ହେଲା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଭିଡିଓ
Play icon00:59
Video: ବଜାରରେ ସାଢେ ୩ ହଜାର ଟଙ୍କିଆ ଶୁଖୁଆ, ଭିଡିଓ ଭାଇରାଲ
Play icon00:24
Weather Report: ଆସନ୍ତା ୧୧ ତାରିଖଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି, ୨ ରୁ ୩ ଡିଗ୍ରୀ ବଢିବ ପାରା
Play icon03:31
Naveen Patnaik: ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଚାଲିଛି ଘୋଡ଼ା ବେପାର: ନବୀନ ପଟ୍ଟନାୟକ
Play icon01:03
Aseema Panda Video: କାହା ବରଯାତ୍ରୀରେ ନାଚିଉଠିଲେ ଗାୟିକା ଅସୀମା ପଣ୍ଡା, ଭିଡିଓ ହେଲା ଭାଇରାଲ
Play icon00:44
Video: ନଦୀକୂଳରେ କଣ୍ଠଶିଳ୍ପୀ ଅନ୍ତରାଙ୍କ ସହ ସ୍ୱୟଂମ, ଭିଡିଓ ଭାଇରାଲ୍
Play icon00:39
Video: ପିଲାଦିନକୁ ମନେ ପକାଇଲେ ଅଭିନେତା ବବି ମିଶ୍ର, ଦେଖନ୍ତୁ ଭିଡିଓ
Play icon01:19
Viral Video: ସ୍ୱାମାଙ୍କ ସହ ଏପରି ଭିଡିଓ ଛାଡ଼ିଲେ ଅଭିନେତ୍ରୀ ରିୟା ଦେ' ...
Play icon00:59
Gas Price: ବଢ଼ୁଥିବା ଗ୍ୟାସ୍ ଦରକୁ ନେଇ ଏପରି କହିଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର...
Play icon02:57
Elli Padhi Video: ଓଲିଉଡ ଅଭିନେତ୍ରୀ ଏଲି ପାଢୀଙ୍କ ଭିଡିଓ ହେଲା ଭାଇରାଲ, ଦେଖିଛନ୍ତି କି ଆପଣ
Play icon00:41
Aseema Panda Video: ଷ୍ଟେଜରୁ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:51
Viral Video: କାହା ପ୍ରେମରେ ପଡି଼ଲେ ଚାରଧାମ ଅଭିନେତ୍ରୀ ଅନୁରାଧା? ଦେଖନ୍ତୁ ଭିଡିଓ
Play icon01:33
Accident Video: ପୋଖରୀରେ ବୁଡ଼ି ୨ ଭାଇଙ୍କର ଚାଲିଗଲା ଜୀବନ, ଦେଖନ୍ତୁ ଏହି ଭିଡିଓ..
Play icon01:52
Viral Video: ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ଏହି ଭିଡିଓ ହେଲା ଭାଇରାଲ୍,ତାଜୁବ୍ ହେଲେ ଫ୍ୟାନ୍ସ
Play icon01:56
Viral Video: ଅନ୍ତରା ଓ ପୁନମଙ୍କ ସହ ଭାଇରାଲ ହେଲା ଅଭିନେତ୍ରୀ ରିୟା ଦେ' ଙ୍କ ଏହି ଭିଡିଓ...
Play icon19:05
Sonali Panda: ପୁଣିଥରେ ଭାଇରାଲ ହେଲା ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଏହି ଭିଡିଓ
Play icon00:30
Varsha Priyadarshini: ଦୀର୍ଘଦିନ ପରେ ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଭିଡିଓ
Play icon01:06
Mamta Nanda: ସମୁଦ୍ରକୂଳରୁ କାହାସହ ଭାଇରାଲ ହେଲା ଅଭିନେତ୍ରୀ ମମତା ନନ୍ଦଙ୍କ ଏହି ଭିଡିଓ
Play icon00:31
Aseema Panda Video:କାହା ପାଇଁ ରାଧା ସାଜିଲେ କଣ୍ଠଶିଳ୍ପୀ ଅସୀମା ପଣ୍ତା?ଦେଖନ୍ତୁ ଏହି ଭିଡିଓ
Play icon01:10
Accident Video: ଲୁହା ବୋଝେଇ ଟ୍ରକକୁ ପଛରେ ବାଡ଼େଇ ହୋଇ ୨ ବାଇକ ଆରୋହୀ ମୃତ, ଦେଖନ୍ତୁ ଏହି ଭିଡିଓ...
Play icon00:47
Varsha Priyadarshini Video: ଭାଇରାଲ ହେଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନଙ୍କ ଏହି ଭିଡିଓ...
Play icon02:15
Tara Bahinipati: ଉପା ସରକାର ଥିଲା ବେଳେ ୫୦ ଟଙ୍କା ଥିଲା ଖାଇବା ତେଲ, ଏବେ ୧୦୦ ପାର୍
Play icon02:29
Antara Chakraborty: ମହୋତ୍ସବରୁ ଭାଇରାଲ ହେଲା ଗାୟିକା ଅନ୍ତରାଙ୍କ ଏହି ଡ୍ୟାନ୍ସ ଭିଡିଓ
Play icon00:35
Viral Video: ଭାଇରାଲ ହେଲା ଅଭିନେତ୍ରୀ ଅରୁନ୍ଧତୀ ଦେବିକାଙ୍କ ଏହି ଭିଡିଓ...
Play icon00:36
Aseema Panda Video: ଟ୍ରେଣ୍ଡିଂ ଗୀତରେ ଭାଇରାଲ ହେଲା ଗାୟିକା ଅସୀମା ପଣ୍ଡାଙ୍କ ଏହି ଭିଡିଓ
Play icon00:52
Viral Video: ଭାଇରାଲ ହେଲା ଓଡ଼ିଆ ଅଭିନେତ୍ରୀ ମିଠିଙ୍କ ଏହି ଭିଡିଓ...
Play icon00:27
Lipi Mohapatra: ପୁଣିଥରେ ଷ୍ଟେଜରୁ ଲୁଚିଛପି ଭିଡିଓ ଭାଇରାଲ କଲେ ଅଭିନେତ୍ରୀ ଲିପି ମହାପାତ୍ର...
Play icon00:42
Elli Padhi Video: ଭାଇରାଲ ହେଲା ଅଭିନେତ୍ରୀ ଏଲି ପାଢୀଙ୍କ ଭିଡିଓ, ପାର୍କରୁ ଦେଖନ୍ତୁ ଭିଡିଓ
Play icon00:31
Subhadra Scheme: ବିଶ୍ବ ମହିଳା ଦିବସରେ ୧ କୋଟି ୨ଲକ୍ଷ ୧୨ହଜାର ୬୬୫ଜଣ ହିତାଧିକାରୀଙ୍କ ଖାତାକୁ ଯିବ ଅର୍ଥ
Play icon02:36
Food Minister: ଦେଶ କିମ୍ବା ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
Play icon07:33
Advertisement