5T ସଚିବ ଭି.କେ ପାଣ୍ଡିଆନଙ୍କୁଗତକାଲି ପୁରୀ ସତ୍ୟବାଦୀରେ କାଳିମାଡ଼ କରିଥିବା ଭାସ୍କର ସାହୁଙ୍କୁ ଛାଡିଦେଲା ପୋଲିସ। କେନ୍ଦୁଝର ଜିଲ୍ଲା ଯୋଡା ସହର ସ୍ଥିତ ଟାଟା ଷ୍ଟିଲ ଡାକ୍ତରଖାନା ରେ ଡାକ୍ତର ଙ୍କ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁଁ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଡାକ୍ତର ଖାନ। ରେ ଚାପା ଉତ୍ତେଜନା ଦେଖା ଦେଇଛି। ଦୀପିକା ଉପରକୁ ସର୍ଫ ପାଣି ପକାଇଲେ ଦିନେଶର ପରିବାର, ଦୀପିକା ସହ ଦିନେଶ ର ପରିବାର କୁ ଉଠେଇ ନେଲା ବଡ଼ବଜାର ଥାନା ପୋଲିସ। ବ୍ରହ୍ମପୁର ବହୁ ଚର୍ଚ୍ଚିତ ଦିପିକା ଦିନେଶ ଲଭ ଲାଇଫକୁ ନେଇ ଦିନ ପ୍ରତିଦିନ କିଛି ନା କିଛି ଖବର ସମାଜ କୁ ବିଚଳିତ କରୁଥିବା ବେଳେ ଦୁଇଦିନ ତଳେ ରାତି ରେ ଘଟିଛି ପୁଣି ଆଉ ଏକ ଘଟଣା ଘଟିଥିଲା। ତୀର୍ଥଯାତ୍ରୀ ବସକୁ ପିଟିଲା ଆଉ ଏକ ତୀର୍ଥଯାତ୍ରୀ ବସ । ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା ।