Singing Video: ଭିଡିଓରେ ଦେଖିପାରିବେ ଯେ ଏହି ବ୍ୟକ୍ତି ଜଣକ 'କିତନା ପ୍ୟାରା ତୁଝେ ରବନେ ବନାୟା' ହିନ୍ଦି ଗୀତକୁ ଏକ ନିଆରା ଶୈଳୀରେ ଗାଉଛନ୍ତି ଯେ, ଯାହାକୁ ଶୁଣିବା ପରେ ଆପଣ ମଧ୍ୟ ମଥାରେ ହାତଦେବେ । ସୋସିଆଲ ମିଡିଆରେ ଏହି ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଶୁଣିବା ପରେ ଲୋକ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଦେଖନ୍ତୁ ଏହି ଭିଡିଓ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.