Pakistan Cricketer: ଦ୍ୱିତୀୟ ଥର ବାହା ହେଲେ ପାକିସ୍ତାନ କ୍ରିକେଟର ସାହିନ୍ ଆଫ୍ରିଦି। ପ୍ରଥମ ଥର ବିବାହ କରିଥିବା ସାହିଦ୍ ଆଫ୍ରିଦଙ୍କ ଝିଅଙ୍କୁ ପୁଣି ଥରେ ବିବାହ କରିଛନ୍ତି ସାହିନ୍। ପ୍ରଥମ ଥର ଏକ ଛୋଟ ଭୋଜି ଭାତର ଆୟୋଜନ କରି ଏହି ବିବାହଟି ମହୋତ୍ସୋବଟି ସାରି ଦେଇଥିବାରୁ ଆଉଥରେ ଏକ ବଡ଼ ସେରିମନିର ଆୟୋଜନ କରି ସେ ଏହାକୁ ସେଲିବ୍ରେଟ କରିଛନ୍ତି।