Advertisement
Videos Details/odisha/zeeodisha2314947
Video ThumbnailPlay icon

T20 Sand Art: T20 ବିଶ୍ୱକପ ଫାଇନାଲରେ ଭାରତର ବିଜୟ, ବାଲୁକାକଳା ରେ ଶୁଭେଚ୍ଛା

ଗତକାଲି ୱଷ୍ଟଇଣ୍ଡିଜର ବାର୍ବାଡୋଜ ଷ୍ଟାଡିୟମରେ ଅନୁଷ୍ଠିତ T- 20 ବିଶ୍ୱକପ ଫାଇନାଲରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାରତ। ଏଭଳି ବିଜୟ ଭାରତକୁ ଗୌରବାନିତ କରିଛି। ବିଶେଷ କରି କ୍ଯାପଟେନ ରୋହିତ ଶର୍ମା ଓ ବିରାଟ କୋହିଲିଙ୍କ ଦମଦାର ପ୍ରଦର୍ଶନ କ୍ରୀକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏଭଳି ରୋମାଞ୍ଚକର ବିଜୟକୁ ନେଇ ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ଏକ ଆକର୍ଷଣୀୟ ବାଲୁକାକୃତି ପ୍ରଦର୍ଶିତ କରିଛନ୍ତି। ଯେଉଁଥିରେ ପାଞ୍ଚଶହ କ୍ରୀକେଟ ବଲକୁ ବ୍ଯବହାର କରି ପ୍ରାୟ କୋଡିଏ ଫୁଟ ଲମ୍ବର ଏକ ବ୍ଯାଟ ଓ ରୋହିତ ଶର୍ମାଙ୍କ ପ୍ରତିକୃତି ପ୍ରସ୍ତୁତ କରି ଭାରତୀୟ କ୍ରୀକେଟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି। ଏଭଳି ରୋମାଞ୍ଚକର ବିଜୟ ବିଶ୍ୱରେ ସମସ୍ତ କ୍ରୀକେଟ ପ୍ରେମିଙ୍କୁ ପ୍ରଭାବିତ କରିବ। T20 କ୍ରୀକେଟରୁ ଅବସର ଗ୍ରହଣ କରିବାକୁ ଘୋଷଣା କରି ରୋହିତ ଶର୍ମା ଓ ବିରାଟ କୋହିଲି ଦେଶ ପାଇଁ ଯେଉଁ ଗୌରବ ହାସଲ କରିଛନ୍ତି ତାହା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି ସୁଦର୍ଶନ।
Viral Video: 'ଝିଅ ମୁଁ ମଖନ ମରା' ଗୀତରେ ଜବରଦସ୍ତ ନାଚିଲେ ଅଭିନେତ୍ରୀ ରିୟା ଦେ, ଦେଖନତୁ ଏହି ଭାଇରାଲ ଭିଡିଓ
Play icon00:48
Video: ସପିଂ ମଲରେ ଏମିତି ଷ୍ଟେପ୍ ପକାଇଲେ 'ସାହୁ ଭାଉଜ', ପୁଣି ଭାଇରାଲ୍ ଭିଡିଓ
Play icon00:41
Angel Shree Video: ବ୍ଲାକ୍ ଟପ୍ ରେ ଖାଲି ରାସ୍ତା ଉପରେ ଚାଲିଗଲେ ଭାଉଜ, ଲୋକ ଦେଖିକି କହିଲେ...
Play icon01:00
Jatra Stage Video: ପୁଣି ଭାଇରାଲ ହେଲା ଯାତ୍ରା ପେଣ୍ଡାଲ ପଛପଟର ଭିଡିଓ
Play icon01:42
Video: ସହକର୍ମୀଙ୍କ ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଭାଇରାଲ ହେଲା ଭିଡିଓ
Play icon00:53
Groom Dance Video: କନ୍ୟାକୁ ଏମିତି ପ୍ରପୋଜ କଲେ ବର, ଅବାକ୍ ହୋଇଗଲେ ସମସ୍ତେ
Play icon02:20
Video: ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ସହ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଭିଡିଓ ଭାଇରାଲ୍
Play icon00:38
Video: ବୃଦ୍ଧ ମହିଳାଙ୍କ ସହ ଏମିତି କଲେ ଯୁବ ଡାକ୍ତର, ଭିଡିଓ ହେଲା ଭାଇରାଲ୍
Play icon00:28
Viral Video: NEET କୋଚିଂ ସେଣ୍ଟରରେ ଛାତ୍ରୀଙ୍କ ସହ ଶିକ୍ଷକଙ୍କ ଅଶ୍ଳୀଳ କାର୍ଯ୍ୟ, ଭିଡିଓ ଭାଇରାଲ...ତା' ପରେ...
Play icon01:06
Video: ବ୍ୟକ୍ତିଙ୍କ ମୁଣ୍ଡରେ ପାଦ ରଖି ଆଶୀର୍ବାଦ ଦେଲେ ଗୋମାତା, ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଭିଡିଓ
Play icon00:36
Viral Girl Aananya: ୪ ବର୍ଷର କୁନି ଝିଅ 'କାଗଜ୍ କେ ଦୋ ପଙ୍ଖ ଲେକେ ...' ରେ କଲା ଏପରି ଡ୍ୟାନ୍ସ, ଲୋକେ କହିଲେ...
Play icon01:19
Video: କୋଏଲ୍ ବାନାର୍ଜୀଙ୍କୁ ନେଇ ପୁଣି ମୁହଁ ଖୋଲିଲେ ଅଭିନେତା ବବି ମିଶ୍ର
Play icon00:48
Bhagyashree Video Viral: ମଞ୍ଚରେ ନିଆଁ ଲଗାଇଲା ସାହୁ ଭାଉଜଙ୍କ ଏହି ଭିଡିଓ
Play icon01:33
Accident Video: ଲୋକ ଗହଳି ସ୍ଥାନରେ ବୁଲେଟକୁ ପିଟିବା ପରେ ଓଲଟି ପଡ଼ିଲା କାର, ଭାଇରାଲ ହେଉଛି ଭିଡିଓ
Play icon00:38
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:53
Angel Shree Video: ପୁଣିଥରେ ଯାତ୍ରା ଷ୍ଟେଜରେ ରେକର୍ଡ ଭାଙ୍ଗିଲେ ସାହୁ ଭେରାଇଟି ଷ୍ଟୋର ଭାଉଜ
Play icon01:36
Weather Report: ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୯ ଜିଲ୍ଲାକୁ ଆଲର୍ଟ ଜାରି
Play icon01:21
Delhi: ରାଜଧାନୀରେ ହୃଦୟ ବିଦାରକ ଘଟଣା, କନଷ୍ଟେବଳକୁ କାରରେ ଚାପି ମାରିଦେଲେ; CCTV ଭିଡିଓ ଭାଇରାଲ୍
Play icon00:11
Viral Video: ରିଲ୍ ନିଶା, NH ସାଇନ୍ ବୋର୍ଡ ଉପରେ ଖାଲିଦେହରେ ଏକ୍ସରସାଇଜ କଲେ ଯୁବକ...ଭିଡିଓ ଭାଇରାଲ
Play icon00:39
Varsha Priyadarshini: କାହା ପାଇଁ ଖୁସି ଆଜି ବର୍ଷା ପ୍ରିୟଦର୍ଶିନୀ, ସୋସିଆଲ ମିଡିଆରେ କଲେ ଭିଡିଓ ସେୟାର
Play icon01:07
Viral Video: ଦେଶ ପାଇଁ ଗୋଲ୍ଟ ଜିତିବା ପରେ ପରିବାର ସହ ଏପରି ଭିଡିଓ ସେୟାର କଲେ ଗ୍ରାଣ୍ଡମାଷ୍ଟର୍‌ ଡି ଗୁକେଶ, ଦେଖନ୍ତୁ ଏହି ଭାଇରାଲ ଭିଡିଓ
Play icon00:37
Srimandir: ପତିତବାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon03:45
Weather Report: ଜାରି ରହିଛି ବର୍ଷା, ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ
Play icon01:20
Accident News: ଅଧାରେ ରହିଲା ତ୍ରୀର୍ଥ ଯାତ୍ରା, ବସ୍ ଦୁର୍ଘଟଣାରେ ୪ ମୃତ, ୨୦ରୁ ଅଧିକ ଗୁରୁତର, ଦେଖନ୍ତୁ ଏହି ଭିଡିଓ
Play icon02:26
Viral Video: ଅଫିସରେ ବସି ଫାଇଲ ଚେକ୍ କରୁଛି ମାଙ୍କଡ଼, ଦେଖନ୍ତୁ ଏହି ମଜାଦାର ଭିଡିଓ...
Play icon00:45
Viral Video: ହଠାତ୍ କ୍ଲାସ୍ ମଝିରୁ ଉଠି କଲେଜର ଦ୍ୱିତୀୟ ମହଲାରୁ ଡେଇଁପଡିଲେ ଛାତ୍ରୀ, ସିସିଟିଭି ଭିଡିଓ ଭାଇରାଲ...
Play icon01:14
 ପୁଣି ଥରେ 'ଦିଦି ନମ୍ବର-୧' ବ୍ୟାକ୍ ଷ୍ଟେଜ୍ ରୁ ଭାଇରାଲ୍ ହେଲା ଅଭିନେତ୍ରୀ ଲିପିଙ୍କ ଭିଡିଓ?
Play icon00:47
Viral Video: ବଡ଼ ବଡ଼ ଡାନ୍ସରଙ୍କୁ ପଛର ପକାଇବ କୁନି ଝିଅର ଏହି ଜବରଦସ୍ତ ଡାନ୍ସ ! ଦେଖନ୍ତୁ ଭିଡିଓ
Play icon01:19
Nisha Maharana Video: ପୁଣି ଥରେ କାହା ପାଇଁ କନିଆ ସାଜିଲେ ଯାତ୍ରା ଅଭିନେତ୍ରୀ ନିଶା ମହାରଣା ? ଦେଖନ୍ତୁ ଏହି ଭିଡିଓ
Play icon00:30
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon03:41