Advertisement
Videos Details/odisha/zeeodisha2338399
Video ThumbnailPlay icon

Ratna Bhandar: ୪୬ ବର୍ଷ ପରେ ଖୋଲିଲା ରତ୍ନଭଣ୍ଡାର, ଭିତର ରତ୍ନଭଣ୍ଡାରରେ କ'ଣ ଦେଖିଲା କମିଟି

ଓଡ଼ିଶାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାର ଦୀର୍ଘ ୪୬ ବର୍ଷ ପରେ ଖୋଲାଯାଇଛି। ଏହି ରତ୍ନଭଣ୍ଡାରର ଗୃହ ଖୋଲିବାକୁ ୨୦୧୮ ମସିହାରେ ପ୍ରୟାସ କରାଯାଇଥିଲା। କିନ୍ତୁ କୌଣସି କାରଣରୁ ତାହା ବନ୍ଦ ହୋଇଯାଇଥିଲା। ଶେଷଥର ପାଇଁ ୧୯୭୮ ମସିହାରେ ଏହି ରତ୍ନଭଣ୍ଡାର ଖୋଲାଯାଇଥିଲା। ବିଶ୍ୱାସ କରାଯାଏ କି ରାଜା ଯୁଦ୍ଧରେ ବିଜୟ ଲାଭ କରିବା ପରେ ଆଣୁଥିବା ଅଳଙ୍କାରକୁ ଏହି ଭଣ୍ଡାରରେ ରଖାଯାଇଛି। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଶ୍ରୀମନ୍ଦିରର ଭଣ୍ଡାର ଗୃହରେ ସେବେଠାରୁ ଏହି ସ୍ୱର୍ଣ୍ଣ ଅଳଙ୍କାର ସବୁକୁ ସାଇତି ରଖାଯାଇଛି। ତେବେ ଶ୍ରୀମନ୍ଦିରରେ ଦୁଇଟି ରତ୍ନଭଣ୍ଡାର ରହିଛି, ଗୋଟିଏ ବାହାର ରତ୍ନଭଣ୍ଡାର ଓ ଅନ୍ୟଟି ଭିତର ରତ୍ନଭଣ୍ଡାର।
Viral Video: ପାହାଡ ତଳେ ଶୂନଶାନ୍ ସ୍ଥାନରେ ପ୍ରଯୋଜକ ଟୁଟୁ ନାୟକଂକ ପ୍ରେମ, ଭାଇରାଲ୍ ହେଇଗଲା ଭିଡିଓ
Play icon00:16
Manoj Mishra: ୨ୟ ବିବାହ ପରେ ଅଭିନେତା ମନୋଜ ମିଶ୍ରଙ୍କ ପ୍ରଥମ ଭିଡିଓ ଭାଇରାଲ...
Play icon00:46
Nisa Moharana: ସୋସିଆଲ୍ ମିଡିଆରେ ନିଆଁ ଲଗାଇଲା ନିଶା ମହାରଣାଙ୍କ ଏହି ଡାନ୍ସ, ଦେଖନ୍ତୁ ଭିଡିଓ
Play icon01:29
Lipi Mohapatra: ମୋନାଲିସା...ଗୀତରେ ଝୁମିଲେ ଅଭିନେତ୍ରୀ ଲିପି, ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon01:06
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Weather Report: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ଜାଣନ୍ତୁ ଆଜିର ପାଣିପାଗ ଖବର
Play icon02:56
UP: ୟୁନିଫର୍ମରେ କାହିଁକି ନେମପ୍ଲେଟ୍ ଲଗାଇ ନାହାଁନ୍ତି? ପ୍ରଶ୍ନର ଜବାବରେ ବ୍ୟକ୍ତିଙ୍କୁ ବ୍ରହ୍ମ ଚାପୁଡା ମାରିଲା ପୋଲିସ୍, ଭିଡିଓ ଭାଇରାଲ୍
Play icon00:19
Accident Video: ମେଲୋଡି ଦେଖୁଥିବା ସମୟରେ ଭୁଶୁଡି ପଡିଲା ଛାତ, ଏକାଧିକ ଆହତ; ଭାଇରାଲ ହେଉଛି ଭିଡ଼ିଓ
Play icon00:13
Ollywood actress Video Viral: ସୋସିଆଲ ମିଡ଼ିଆରେ ନିଆଁ ଲଗାଇଛି ମନୋଜ ମିଶ୍ରଙ୍କ ଦ୍ୱିତୀୟ ପତ୍ନୀଙ୍କ ଭିଡିଓ
Play icon00:15
Riya Dey: ସୁଇମିଙ୍ଗ୍ ପୁଲରେ କେମିତି ମସ୍ତି କରୁଛନ୍ତି ରିୟା, ଦେଖନ୍ତୁ ଏହି ଭିଡିଓ?
Play icon01:05
Elephant: ହାତୀ ଆତଙ୍କ, ନାକେଦମ ଗ୍ରାମବାସୀ, ଦେଖନ୍ତୁ ଏହି ଭିଡିଓ...
Play icon01:21
Rani Panda: କାହା ପାଇଁ ପୁଣି ଥରେ ପ୍ରେମରେ ପାଗଳ ହେଲେ ରାଣୀ ପଣ୍ତା? ଦେଖନ୍ତୁ ଏହି ଭିଡିଓ
Play icon00:44
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Video: ଝରଣା କୂଳରେ କ'ଣ କରୁଛନ୍ତି ଅଭିନେତା ଶ୍ରୀତମ ? ଭିଡିଓ ଭାଇରାଲ୍
Play icon00:31
Couple Viral Video: ସନରୁଫ ଖୋଲି ଏପରି କାର୍ଯ୍ୟ କରୁଥିଲେ କପଲ, ଭାଇରାଲ ହେଲା ଭିଡିଓ
Play icon00:41
Video: ସୁପରଷ୍ଟାର ଅନୁଭବଙ୍କୁ ଫିକା ପକେଇବେ ସୁମନ ? ଦେଖନ୍ତୁ ଏହି ଭିଡିଓ
Play icon00:44
Weather Report: ଆସନ୍ତା ୫ ତାରିଖରୁ ରାଜ୍ୟରେ ଲାଗି ରହିବ ବର୍ଷା, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ
Play icon03:05
Video: ରାସ୍ତା କଡରେ ରିଲ୍ସ କରି ପ୍ରଶ୍ନ ପଚାରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
Play icon00:53
Video: ରାସ୍ତାରେ କଦଳୀ ବିକିଲେ ଅଭିନେତ୍ରୀ, ଭିଡିଓ ହେଲା ଭାଇରାଲ୍
Play icon00:58
ସଂସ୍କୃତରେ ଶୁଣିଛନ୍ତି କି କ୍ରିକେଟ କମେଣ୍ଟ୍ରି, ଦେଖନ୍ତୁ ଏହି ଚମତ୍କାର ଭିଡିଓ...
Play icon00:47
Crime News: ରାତିରେ ଘରୁ ଘୋଷାଡି ନେଇ ଘର ସାମ୍ନାରେ ମହିଳାଙ୍କୁ ହାଣି ବିଭତ୍ସ ହତ୍ୟା, ଦେଖନ୍ତୁ ଏହି ଭିଡିଓ
Play icon01:41
lipi Mohapatra: କାହା ପ୍ରେମରେ ପଡିଲେ ଅଭିନେତ୍ରୀ ଲିପି ?  ଦେଖନ୍ତୁ ଏହି ସୁନ୍ଦର ଭିଡିଓ
Play icon00:33
Mangal Alati: ପତିତପାବନଙ୍କ ମଙ୍ଗଳାଳତୀ ଦର୍ଶନ ଓ ମହାପ୍ରଭୁଙ୍କ ଦ୍ୱାର ଫିଟା ଦର୍ଶନ ଆରମ୍ଭ କରନ୍ତୁ ଆପଣଙ୍କ ଦିନ
Play icon02:59
Video: ହାସ୍ୟ ଅଭିନେତା ଟୁକୁନାଙ୍କ ଏହି ଭିଡିଓ ହେଉଛି ଭାଇରାଲ୍
Play icon00:30
Video: ସ୍କୁଲ ଡ୍ରେସ ପିନ୍ଧି ଗାଁ ରାସ୍ତାରେ କମାଲ କଲା କୁନି ଝିଅ, ଭିଡିଓ ଭାଇରାଲ୍
Play icon00:25
Video: ମହିଳାଙ୍କ ପାଖ ଛାଡୁନି ନେଉଳ, ଭାବବିହ୍ୟୁଳ ହେବେ ଭିଡିଓ ଦେଖି
Play icon00:27
Video: ସୁନ୍ଦରୀ ନାୟିକା ରୂପଶ୍ରୀ ପଣ୍ଡାଙ୍କ ଭିଡିଓ ହେଲା ଭାଇରାଲ୍
Play icon00:44
Elephant Viral Video: ଚାଷ ନଷ୍ଟ କରୁଥିଲେ ହାତୀ, ଚାଷୀ ହାତଯୋଡି କାକୁତି ମିନତି ପରେ ଚୁପଚାପ ଚାଲିଗଲେ ହାତୀପଲ
Play icon01:44
Unknown Container Video: ରାଜନଗର ସମୁଦ୍ରକୂଳରେ ଭାସି ଭାସି ଲାଗିଲା ୨ଟି ଅଜଣା କଣ୍ଟେନର, ଲୋକେ ବୋହିନେଲେ ପୁଳାପୁଳା ସାମଗ୍ରୀ
Play icon04:57
Crime Viral Video: ହିନ୍ଦୁ ପୁଅକୁ ଭଲ ପାଇଲା ବୋଲି...ଭଉଣୀକୁ ରାସ୍ତା ମଝିରେ ମାରିଦେଲା ଭାଇ...
Play icon00:56