Bimalendu Sinha Roy: ପ୍ରବଳ ଗରମ ମଧ୍ୟରେ ତୃଣମୂଳ କଂଗ୍ରେସ ବିଧାୟକ ବିମଳେନ୍ଦୁ ସିହ୍ନା ରୟ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଜୋରଦାର ଭାଇରାଲ ହେଉଛି । ଏହାକୁ ନେଇ ବିଧାୟକ କହିଛନ୍ତି ଯେ ପୋଷାକ ବଣ୍ଟନ କରାଯାଉଥିଲା ଓ ସେଠାରେ କିଛି କମ୍ବଳ ମଧ୍ୟ ଥିଲେ, ତେଣୁ ସେଗୁଡିକ ବଣ୍ଟନ କରାଯାଇଥିଲା ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.