India vs Australia: ଭାରତର ଅଲରାଉଣ୍ଡର ଅକ୍ଷାର ପଟେଲ ଓ ତାଙ୍କ ପତ୍ନୀ ମେହେ ମଧ୍ୟପ୍ରଦେଶର ଉଜ୍ଜୌନ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ବାବା ମହାକାଳେଶ୍ଵର ମନ୍ଦିର ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଅକ୍ଷର ପଟେଲଙ୍କ ପୂର୍ବରୁ ଟିମ୍ ଇଣ୍ଡିଆ ଓପନର୍ କେ.ଏଲ୍ ରାହୁଲ ଓ ତାଙ୍କ ପତ୍ନୀ ଆଥିଆ ଶେଟ୍ଟୀ ମଧ୍ୟ ମହାକାଳେଶ୍ଵର ମନ୍ଦିର ଦର୍ଶନ କରିଥିଲେ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.