ଲୋକଙ୍କୁ ବ୍ୟାଙ୍କ ସହ ଯୋଡିବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଏହି କାରଣରୁ, ଆଜି ଦେଶର ଅଧିକାଂଶ ନାଗରିକଙ୍କ ପାଖରେ ବ୍ୟାଙ୍କ ଆକାଉଣ୍ଟ ଅଛି । ଜନ କଲ୍ୟାଣ ଯୋଜନା ଅନ୍ତର୍ଗତରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଥିବା ସବସିଡି ରାଶି ଏବଂ ସହାୟତାକୁ ସରକାର ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରୁଛନ୍ତି । ଗୋଟିଏ ଦେଶର ପ୍ରଗତୀର ଚିହ୍ନ ହେଉଛି ଲୋକଙ୍କ ପାଖରେ ବ୍ୟାଙ୍କିଂ ସୁବିଧା କେମିତି ପହଂଚି ପାରୁଛି । ଭାରତରେ ଏବେ ମଧ୍ଯ ଏଦିଗରେ ବହୁତ କିଛି କରିବାର ଅଛି । ତଥାପି ଏହା କୁହାଯାଇ ପାରିବ ଯେ, ଦେଶର ଗ୍ରାମାଞ୍ଚଳକୁ ବ୍ୟାଙ୍କିଂ ସୁବିଧା ଧିରେ ଧିରେ ମିଳିବା ଆରମ୍ଭ କଲାଣି ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.