Video: ଦୁର୍ଘଟଣାକୁ ନାହିଁ ତିଳେ ମାତ୍ର ଭୟ । ପ୍ରେମିକାକୁ ବାଇକରେ ବସାଇ ରାସ୍ତାରେ ଖୁବ ବିପଜ୍ଜନକ ଭାବେ ବାଇକ ଚଳାଉଛନ୍ତି ଯୁବକ । ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦୃତ୍ତ ଗତିରେ ବାଇକ୍ ଚଳାଇବା ଏବଂ ଟ୍ରାଫିକ ନିୟମ ନମାନିବା କେତେବେଳେ ଯେ, ମହଙ୍ଗା ପଡିବ ତାହା କିଏ କହିବ ? ତେଣୁ ଟ୍ରାଫିକ ନିୟମ ମାନି ଗାଡି ଚଳାଇବା ଆବଶ୍ୟକ ।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.