Weather Updates: ଦେଶରେ ପାରଦ ଉପରମୁହାଁ; ରାଜସ୍ଥାନରେ ୪୮ ଡିଗ୍ରୀ ଉପରେ ତାତି, ଦିଲ୍ଲୀରେ ହିଟୱେଭ ଆଲର୍ଟ

ନୂଆଦିଲ୍ଲୀ: ଦେଶରେ ଅନେକ ଦିନ ଧରି ପ୍ରବଳ ଗ୍ରୀଷ୍ମ ଲହରୀ ପ୍ରବାହିତ ହେଉଛି। ଯେଉଁଥିପାଇଁ ଲୋକଙ୍କ ପାଇଁ ଘରୁ ବାହାରିବା କଷ୍ଟକର ହୋଇପଡିଛି। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନରେ ପାରଦ ୪୮ ଡିଗ୍ରୀ ଡେଇଁଛି। ଦିଲ୍ଲୀ ଏନସିଆରରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏକ ହିଟ ୱେଭ ସତର୍କ ସୂଚନା ଜାରି କରିଛି। ଉତ୍ତର ଭ

Weather Updates: ଦେଶରେ ପାରଦ ଉପରମୁହାଁ; ରାଜସ୍ଥାନରେ ୪୮ ଡିଗ୍ରୀ ଉପରେ ତାତି, ଦିଲ୍ଲୀରେ ହିଟୱେଭ ଆଲର୍ଟ

About the Author