Weather Report: ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହି ୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି..

Weather Report: ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ (Mansoon) ଉଭାନ ହୋଇଯିବା ଦ୍ବାରା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ଜୁନ୍‌ ମାସ।।ଏହାରି ମଧ୍ୟରେ ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

Weather Report: ଆଜି ପ୍ରବଳ ବର୍ଷା ସମ୍ଭାବନା, ଏହି ୬ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି..

About the Author