Weather Update: ଉତ୍ତର ଭାରତରେ ବଢିବ ଶୀତ, ଓଡ଼ିଶାରେ ରହିଛି ଏଭଳି ସ୍ଥିତି

ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ସୂର୍ଯ୍ୟଙ୍କ ତାପ ଦେଖାଯିବା ସହିତ ହାଲୁକା ବର୍ଷା ହୋଇଛି। ଯାହା ଶୀତରୁ ସାମାନ୍ୟ ମୁକ୍ତି ଦେଇଛି। କିନ୍ତୁ, ଏହି ଆଶ୍ୱସ୍ତି ଅଧିକ ସମୟ ଧରି ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଆଇଏମଡି (ଭାରତୀୟ ପାଣିପାଗ ବିଭାଗ) ସମତଳ ଅଞ୍ଚଳରେ ପ୍ର

Weather Update: ଉତ୍ତର ଭାରତରେ ବଢିବ ଶୀତ, ଓଡ଼ିଶାରେ ରହିଛି ଏଭଳି ସ୍ଥିତି

About the Author