Weather Update: ଆସୁଛି ଆଉ ଏକ ବର୍ଷା, ଭିଜିବ ଏହି ସବୁ ଜିଲ୍ଲା!

Weather Update: ରାଜ୍ୟରେ ଗତ ତିନି ଦିନ ହେବ ହାଲୁକାରୁ (light rain) ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ସ୍ଥାନ ସ୍ଥାନେ ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ନବରଙ୍ଗପୁର, କନ୍ଧମାଳ, ଓ ଦେବଗଡରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।

Weather Update: ଆସୁଛି ଆଉ ଏକ ବର୍ଷା,  ଭିଜିବ ଏହି ସବୁ ଜିଲ୍ଲା!

About the Author