Weather Update: କୁହୁଡି଼ ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)। କେବେଳ ଶୀତ ନୁହେଁ, ଘନ କୁହୁଡି଼ (fog) ମଧ୍ୟ ଲାଗି ରହିଛି। ଶନିବାର ରାଉରକେଲା, ଢେଙ୍କାନାଳ, କୋରାପୁଟ, ଭୁବନେଶ୍ବର ଓ ଚାନ୍ଦବାଲିରେ ଘନ କୁହୁଡି଼ ଅନୂଭୁତ ହୋଇଛି। ଏଠାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ମଧ୍ୟରେ ରହିଛି।

Weather Update: କୁହୁଡି଼ ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ

About the Author