କଣ କଲୁରେ କଳିଯୁଗର ପୁଅ ?

ସୋମବାର ସକାଳେ ପାରିବାରିକ କଳହକୁ ନେଇ ବାପ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ନାଥ ବେହେରା ଏକ ଟାଙ୍ଗିଆରେ ବାପା କୃଷ୍ଣ ଚନ୍ଦ୍ର ବେହେରାଙ୍କୁ ଆକ୍ରମଣ କରିଥିଲା ।

କଣ କଲୁରେ କଳିଯୁଗର ପୁଅ ?

About the Author