ଭୀମସାରରେ 'ରଙ୍ଗବତୀ' ଶ୍ରଷ୍ଠା; କେମିତି ଅଛି ପଦ୍ମଶ୍ରୀ ମିତ୍ରଭାନୁଙ୍କ ସ୍ୱାସ୍ଥ୍ୟାବସ୍ଥା?

ପାଶ୍ଚାତ୍ୟ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଉନ୍ନତି ଦିଗରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ସେଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୨୦ରେ ଖ୍ୟାତନାମା ତଥା ବିଶିଷ୍ଟ ନାଟ୍ୟକାର, କବି ତଥା ଗୀତିକାର ମିତ୍ରଭାନୁ ଗୌଣ୍ଟିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

ଭୀମସାରରେ 'ରଙ୍ଗବତୀ' ଶ୍ରଷ୍ଠା; କେମିତି ଅଛି ପଦ୍ମଶ୍ରୀ ମିତ୍ରଭାନୁଙ୍କ ସ୍ୱାସ୍ଥ୍ୟାବସ୍ଥା?
Image Credit: ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ

About the Author