ଜନ୍ମଦିନ ପୂର୍ବ ରାତିରେ 'ଟାଇଗର'ଙ୍କୁ କାମୁଡିଲା ସାପ

ହସ୍ପିଟାଲରୁ ବାହାରି ଘରକୁ ନ ଯାଇ ସଲମାନ ତାଙ୍କ ଫାର୍ମ ହାଉସରେ ବିଶ୍ରାମ ନେଉଛନ୍ତି। ତାଙ୍କ ଅବସ୍ଥା ଭଲ ଥିବା କୁହାଯାଉଛି। ଭାଇଜାନଙ୍କୁ ସାପ କାମୁଡା ଖବର ପରେ ସଲମାନ ଖାନଙ୍କ ପ୍ରଶଂସକମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।

ଜନ୍ମଦିନ ପୂର୍ବ ରାତିରେ 'ଟାଇଗର'ଙ୍କୁ କାମୁଡିଲା ସାପ
Image Credit: ଡିଜାଇନ୍ ଫଟୋ

About the Author