ASML company: ASML,ଯେଉଁ କମ୍ପାନୀରେ ଥରେ ଚାକିରି କଲେ ଆଉ ଛାଡ଼ି ପାରିବ ନାହିଁ
Advertisement
Article Detail0/zeeodisha/odisha1954015

ASML company: ASML,ଯେଉଁ କମ୍ପାନୀରେ ଥରେ ଚାକିରି କଲେ ଆଉ ଛାଡ଼ି ପାରିବ ନାହିଁ

 ASML ଏମିତି ଗୋଟିଏ ନାଁ ଯାହାକୁ ହୁଏତ ଆପଣ ଶୁଣିନଥିବେ। କିନ୍ତୁ ଅଜଣା ଅଶୁଣା ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପାନୀ। ଟାଟା,ଇନଫୋସିସ୍,ଆମାଜନ,ଟେସଲାଠାରୁ ନାସା ଓ ଇସ୍ରୋ ସମସ୍ତଙ୍କ ତଣ୍ଟି ଧରିଥିବା କମ୍ପାନୀର ନାମ ହେଉଛି ASML। ଆଉ ଏଥିରେ ଯିଏ ଥରେ ଚାକିରି କରେ ସିଏ କେବେ ଚାକିରି ଛାଡିପାରେ ନାହିଁ। କାହିଁକି ଆସନ୍

SOCIAL MEDIA

ASML company: ASML ଏମିତି ଗୋଟିଏ ନାଁ ଯାହାକୁ ହୁଏତ ଆପଣ ଶୁଣିନଥିବେ। କିନ୍ତୁ ଅଜଣା ଅଶୁଣା ଏହି କମ୍ପାନୀ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପାନୀ। ଟାଟା,ଇନଫୋସିସ୍,ଆମାଜନ,ଟେସଲାଠାରୁ ନାସା ଓ ଇସ୍ରୋ ସମସ୍ତଙ୍କ ତଣ୍ଟି ଧରିଥିବା କମ୍ପାନୀର ନାମ ହେଉଛି ASML। ଆଉ ଏଥିରେ ଯିଏ ଥରେ ଚାକିରି କରେ ସିଏ କେବେ ଚାକିରି ଛାଡିପାରେ ନାହିଁ। କାହିଁକି ଆସନ୍ତୁ ଜାଣିବା। ଫ୍ରିଜ୍ ହେଉ କି ୱାସିଂମେସିନ୍ କି କମ୍ପ୍ୟୁଟର ସବୁଥିରେ ଅଛି ସେମିକଣ୍ଡକ୍ଟର। ଆଉ ଏହି  ସେମିକଣ୍ଡକ୍ଟର ତିଆରି କରୁଥିବା ଦୁନିଆର ଗୋଟିଏ ମାତ୍ର କମ୍ପାନୀ ହେଉଛି ASML... ଯେଉଁ ଦେଶ ସେମିକଣ୍ଡକ୍ଟର ବଜାର ଉପରେ କବଜା କରିବ ସିଏ ହେବ ଆଗାମୀ ସୁପରପାୱାର। କିନ୍ତୁ ଏହି କମ୍ପାନୀ ଯଦି ଚାହିଁବ ତେବେ ଯେକୌଣସି ଦେଶର ଅର୍ଥନୀତିକୁ ବରବାଦ କରିଦେବ। କାରଣ ଯଏଉଁ ଲିଥୋଗ୍ରାଫି ଚିପ୍ ପ୍ରିଣ୍ଟିଂ ମେସିନ୍ ଦ୍ୱାରା ସେମିକଣ୍ଡକ୍ଟର ଚିପ୍ ତିଆରି ହୁଏ ତାକୁ କେବଳ ଏହି କମ୍ପାନୀ ତିଆରି କରିଥାଏ। ଗୋଟିଏ ମେସିନର ଦାମ 15ଶହ କୋଟି ଟଙ୍କା ହୋଇଥାଏ। ତେବେ ସିକ୍ରେଟ୍ ଲିକ୍ ହେବା ଡରରେ କମ୍ପାନୀ ଯାହାକୁ ମେସିନ ଦିଏ ତାକୁ ମେସିନ ଚଳାଇବା ଶିଖାଏ ନାହିଁ। କମ୍ପାନୀର ଇଂଜିନିୟର ମେସିନ ସହିତ ଯାଆନ୍ତି ମେସିନ୍ ଚଳାଇବା ପାଇଁ। ସେମିତି ମେସିନ୍ ସିକ୍ରେଟ୍ କାଳେ ବାହାରକୁ ଚାଲିଯିବ ସେଥିପାଇଁ ଏହାର କର୍ମାଚାରୀଙ୍କୁ କେବେ ମଧ୍ୟ ଚାକିରି ଛାଡିବାକୁ ଦିଆଯାଏନାହିଁ। ଏହି କମ୍ପାନୀର ଏଚଆର ଓ ମ୍ୟାନେଜମେଣ୍ଟ୍ ସେକ୍ସନରୁ ହିଁ ବର୍ଷକୁ 5 ପ୍ରତିଶତ କର୍ମଚାରୀ ଚାକିରି ଛାଡନ୍ତି। କିନ୍ତୁ ମାନୁଫେକ୍ଚରିଂ ୟୁନିଟରୁ କାହାକୁ ଚାକିରି ଛାଡିବାକୁ ଦିଆଯାଏନାହିଁ।