Gajlaxmi Rajyog: ୨୫ ଏପ୍ରିଲରେ ଗଜଲକ୍ଷ୍ମୀ ରାଜଯୋଗ, ଏହି ରାଶି ମାନଙ୍କର ବଦଳିଯିବ ଭାଗ୍ୟ!

Gajlaxmi Rajyog Horoscope: ପାଞ୍ଜୀ ଅନୁସାରେ ଶୁକ୍ର ଗ୍ରହ ୨୫ ଏପ୍ରିଲ ୨୦୨୪ ଗୁରୁବାର ଦିନ ୧୨:୦୭ ପୂର୍ବାହ୍ନରେ ମେଷ ରାଶିରେ ଗମନ କରିବାକୁ ଯାଉଛନ୍ତି। ଯେଉଁଠାରେ ଦେବଗୁରୁ ବୃହସ୍ପତି ପୂର୍ବରୁ ଉପସ୍ଥିତ ଅଛନ୍ତି ଓ ଏହି ରାଶିରେ ୧ ମେ' ୨୦୨୪ ପର୍ଯ୍ୟନ୍ତ ରହିବେ। ଏହା ୬ ଦିନ ପାଇଁ ଗଜଲକ୍ଷ୍ମୀ ରାଜଯୋଗ ସୃଷ୍ଟି କରିବ। ଯେଉଁଥିପାଇଁ କିଛି ରାଶି ବହୁତ ଶୁଭ ଫଳାଫଳ ପାଇବେ।

Gajlaxmi Rajyog: ୨୫ ଏପ୍ରିଲରେ ଗଜଲକ୍ଷ୍ମୀ ରାଜଯୋଗ, ଏହି ରାଶି ମାନଙ୍କର ବଦଳିଯିବ ଭାଗ୍ୟ!
Image Credit: Gajlaxmi Rajyog 2024

About the Author