Panchang 12th August 2024: ପଞ୍ଚାଙ୍ଗ ଜାଣି ସୋମବାର କାର୍ଯ୍ୟ ଆରମ୍ଭ କରନ୍ତୁ
Advertisement
Article Detail0/zeeodisha/odisha2379431

Panchang 12th August 2024: ପଞ୍ଚାଙ୍ଗ ଜାଣି ସୋମବାର କାର୍ଯ୍ୟ ଆରମ୍ଭ କରନ୍ତୁ

Panchang 12th August 2024: କେଉଁ ରାଶିର ଘାତବାର ଏବଂ କେଉଁ ସମୟ ଶୁଭ ତାହା ଜାଣିବା ପରେ ଘରୁ ବାହାରନ୍ତୁ 

Panchang 12th August 2024: ପଞ୍ଚାଙ୍ଗ ଜାଣି ସୋମବାର କାର୍ଯ୍ୟ ଆରମ୍ଭ କରନ୍ତୁ

Panchang 12th August 2024: ଅଦ୍ୟ ଅଗଷ୍ଟ ମାସ ୧୨ ତାରିଖ ୨୦୨୪ ମସିହା (ସୋମବାର)

ଶକାବ୍ଦ -୧୯୪୬ 
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଶ୍ରାବଣମାସ- ଶୁକ୍ଳପକ୍ଷ
ତିଥି- ସପ୍ତମୀ ପ୍ରାତଃ ଘ ୦୭/୪୪ ଗତେ ସପ୍ତମୀ
ନକ୍ଷତ୍ର- ସ୍ଵାତୀ ଦିବା ଘ ୦୯/୦୮ ଗତେ ବିଶାଖା
ଚନ୍ଦ୍ର-ତୁଳା
ଯୋଗ- ଶୁକ୍ଳ
କରଣ - ବାଣିଜ୍ୟ
ସୌରମାସ- କର୍କଟ ୨୮ ଦିନ

ସୁର୍ୟୋଦୟ-ପ୍ରାତଃ ଘ୦୫/୩୦/୧୫
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୪/୦୪

ଯୋଗିନୀ ବାୟବ୍ୟେ ପ୍ରାତଃ ଘ ୦୭/୪୪ ଗତେ ଐଶାନ୍ୟେ 
ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ମିଥୁନ ରାଶି ର ଘାତବାର

କାଳବେଳା -ଦିବା ଘ୦୭/୦୫ ଗତେ ଘ୦୮/୪୧ ମଧ୍ୟେ
ବାରବେଳା - ଦିବା ଘ୦୩/୦୦ ଗତେ ଘ୦୪/୩୫ ମଧ୍ୟେ
ମୃତେ  ପ୍ରାତଃ ଘ୦୭/୪୪  ମଧ୍ୟେ ଏକପାଦ ଦୋଷ ଓ ଦିବା ଘ ୦୯/୦୮ ଗତେ ଏକପାଦ ପୁଷ୍କର ଦୋଷ

ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୦୪ ମଧ୍ୟେ ଓ  ଘ୧୦/୧୮ ଗତେ ଘ୧୨/୪୩ ମଧ୍ୟେ ଓ ରାତ୍ରି ଘ୦୭/୦୦ ଗତେ ଘ୦୯/୨୨ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳା- ନାସ୍ତି

ଅଦ୍ୟ ନଡ଼ିଆ ଭକ୍ଷଣ ନିଷେଧ

ସୂଚନା- ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର 

Also Read- Bangladesh: ୫୦୦ ବର୍ଷର ପୁରୁଣା କାଳୀ ମନ୍ଦିରକୁ ସୁରକ୍ଷା ଦେଉଛନ୍ତି ଏହି ପୂଜକ

Also Read- Lucky Zodiac Sign: ୧୨ ଅଗଷ୍ଟରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ