Horoscope 24 July 2024: ୨୪ ଜୁଲାଇରେ ଭଗବାନ ଗଣେଶ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Written ByJagdish Barik
Published: Jul 23, 2024, 05:33 PM IST|Updated: Jul 23, 2024, 05:35 PM IST

Rashifal 24 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ କେଉଁ ରାଶି ୨୪ ଜୁଲାଇ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ। 

 

Horoscope 24 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୪ ଜୁଲାଇ ୨୦୨୪ ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବଧୁବାର ଦିନ ଭଗବାନ ଗଣେଶଙ୍କୁ ପୂଜା କରିବାର ପରମ୍ପରା ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜା କଲେ ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣାରୁ ମୁକ୍ତି ମଳିଥାଏ ଓ ଘରେ ସୁଖଶାନ୍ତି ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୪ ଜୁଲାଇ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବାବେଳେ ଅନ୍ୟ କେତେକ ରାଶିକୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ୨୪ ଜୁଲାଇ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶିକୁ ସତର୍କ ରହିବାକୁ ପଡିବ।