Horoscope 26 July 2024: ୨୬ ଜୁଲାଇରେ ମା' ଲକ୍ଷ୍ମୀ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Written ByJagdish Barik
Published: Jul 25, 2024, 07:08 PM IST|Updated: Jul 25, 2024, 07:18 PM IST

Rashifal 26 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ଜାଣନ୍ତୁ କେଉଁ ରାଶି ୨୬ ଜୁଲାଇ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।

 

Horoscope 26 July 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୨୬ ଜୁନ୍ ୨୦୨୪ ଶୁକ୍ରବାର ଅଟେ। ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଜୀବନର ସମସ୍ତ ଅସୁବିଧାରୁ ମୁକ୍ତି ମିଳିଥାଏ ଓ ଟଙ୍କା ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୬ ଜୁଲାଇ ୨୦୨୪ ତାରିଖ କେତେକ ରାଶିର ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି, ଯେତେବେଳେ କି ଆଉ କେତେକ ରାଶିଙ୍କୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଆସନ୍ତୁ ଜାଣିବା କେଉଁ ରାଶି ୨୬ ଜୁଲାଇ ୨୦୨୪ ରେ ଉପକୃତ ହେବେ ଓ କେଉଁ ରାଶି ଗୁଡିକୁ ସତର୍କ ରହିବାକୁ ପଡିବ।