Breaking News
  • मेरे अंदर 'मैं' की भावना नहीं है, अमित शाह से सहयोग और सानिध्‍य मिलता है, बीजेपी एक टीम है: नड्डा
  • पीएम मोदी के साथ काम करने का लंबा अनुभव, उनसे प्रेरणा मिलती है
  • महाराष्‍ट्र चुनाव में हम हारे नहीं, सत्‍ता के लिए हमारे साथ धोखा हुआ, ठाकरे हमारे साथ मिलकर लड़े थे
  • लोकसभा के चुनाव विधानसभा से अलग होते हैं, हर चुनाव दूसरे से अलग होता है
  • कांग्रेस पार्टी ने Lockdown के दौरान सतही राजनीति का परिचय दिया, पार्टी ने संकट के समय सियासत की
  • मोदी 2.0 के एक साल पूरे होने पर बीजेपी अध्‍यक्ष ZEE NEWS से खास बातचीत की

rashifala

ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ବୁଧବାର

ମୁଖ୍ୟତଃ ଅଗ୍ନିକୋଣରେ ରୋଷେଇ ଘର ସ୍ଥାପନା ସହ ପୂର୍ବକୁ ମୁଖ କରି ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଅଗ୍ନକୋଣରେ ଖାଦ୍ୟ ଦ୍ରବ୍ୟ ସାଇତି ରଖିବା ଉଚିତ୍ ।

Mar 17, 2020, 04:04 PM IST

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

କେତେଗୋଟି ବିଭିନ୍ନ ଯୋଗ: ସମ୍ୟକ ଫଳଦାନ ପାଇଁ ଗ୍ରହମାନଙ୍କ ମିଳନ ବା ଯୋଗ ବା ସମ୍ବନ୍ଧ ଚାରି ପ୍ରକାରର ହୋଇପାରେ । ପ୍ରଥମ ଉକ୍ତୃଷ୍ଟ ସମ୍ବନ୍ଧ - ଦୁଇଟି ଗ୍ରହ ସେମାନଙ୍କର ସ୍ୱକ୍ଷେତ୍ର ବଦଳ କଲେ, କ୍ଷେତ୍ର ପରିବର୍ଗକ ଯୋଗ ହୁଏ । ଦ୍ୱିତୀୟ ସମ୍ବନ୍ଧ - ଦୁଇଟି ଗ୍ରହ ପରସ୍ପରକୁ ପୂର୍ଣ୍ଣଦୃଷ୍ଟିରେ ଦେଖନ୍ତି । ତୃତୀୟ ସମ୍ବନ୍ଧ- ଯଦି ଗୋଟିଏ ଗ୍ରହ ଅନ୍ୟର କ୍ଷେତ୍ରରେ (ଘରେ) ରହି ତାକୁ ପୂର୍ଣ୍ଣଦୃଷ୍ଟିରେ ଦେଖେ । ଚତୁର୍ଥ ସମ୍ବନ୍ଧ- ଦୁଇଟି ଗ୍ରହ ଏକତ୍ର ଗୋଟିଏ ଘରେ ରହିଲେ । ରାଜଯୋଗରେ ଗ୍ରହମାନେ ଶୁଭଫଳ ଅର୍ଥଲାଭ, ପଦପ୍ରାପ୍ତି, ସମ୍ମାନ ଲାଭ ଦିଅନ୍ତି । ଲଗ୍ନ, ଲଗ୍ନଠାରୁ ୪ର୍ଥ, ୭ମ ଓ ୧୦ମ ରାଶି କେନ୍ଦ୍ରସ୍ଥାନ ବଳଦାୟୀ ଲଗ୍ନ ଲଗ୍ନଠାରୁ ୫ମ ୯ମ ରାଶି କୋଣ ସ୍ଥାନ ଶୁଭଦାୟୀ ।

Mar 16, 2020, 05:44 PM IST

ଆସନ୍ତାକାଲି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ଦିନ

ସଙ୍କଟ ଯୋଗ:- ଜାତକରେ ସମସ୍ତ ଗ୍ରହ ଲଗ୍ନ କିମ୍ବା ସପ୍ତମ ଘରେ ଅବସ୍ଥିତ ଅଥବା ଚନ୍ଦ୍ର ଓ ବୃହସ୍ପତିଙ୍କ ମଧ୍ୟରେ ଷଷ୍ଠ ଓ ଅଷ୍ଟମ ଭାବ ହେଲେ ସଙ୍କଟ ଯୋଗ ହୁଏ । ମାତ୍ର ବୃହସ୍ପତି କେନ୍ଦ୍ର କିମ୍ବା ଳଗ୍ନସ୍ଥ ହୋଇଥିଲେ ସଙ୍କଟ ଯୋଗ ଲାଗୁ ହୁଏ ନାହିଁ । ଜାତକରେ ସଙ୍କଟ ଯୋଗ ଥିଲେ, ଅପମାନ, ଭୟ, ରାଜଦଣ୍ଡ, ଚୋରୀ ଇତ୍ୟାଦିର ଭୟ ଦେଖାଦେଇଥାଏ । ଏହି ଜାତକ ଯେ କୌଣସି କାର୍ଯ୍ୟ କରିଲେ ନକରାତ୍ମକ ଶକ୍ତିର ସାମ୍ନା କରିବାକୁ ପଡେ ।

Mar 15, 2020, 06:48 PM IST

ଆସନ୍ତାକାଲି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ରବିବାର

ସରସ୍ୱତୀ ଯୋଗ – ବ୍ୟକ୍ତିର କୋଷ୍ଠିରେ ଶୁକ୍ର, ବୁଧ ଓ ବୃହସ୍ପତି ଏହି ତିନି ଶୁଭ ଗ୍ରହ କେନ୍ଦ୍ର ସ୍ଥାନରେ ଅବସ୍ଥାନ କରି ପରସ୍ପର ଦୃଷ୍ଟି ସମ୍ପର୍କ ପାଇଲେ ସରସ୍ୱତୀ ଯୋଗ ସୃଷ୍ଟି ହୁଏ ।

Mar 14, 2020, 03:12 PM IST

ଆସନ୍ତାକାଲି ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ଶନିବାର

ମୁଖ୍ୟତଃ ଅଗ୍ନିକୋଣରେ ରୋଷେଇଘର ସ୍ଥାପନା ସହ ପୂର୍ବକୁ ମୁଖ କରି ଖାଦ୍ୟ ପ୍ରସ୍ତୁତ କରିବା ଏବଂ ଅଗ୍ନକୋଣରେ ଖାଦ୍ୟ ଦ୍ରବ୍ୟ ସାଇତି ରଖିବା ଉଚିତ୍ । ଦୈନିକ ରୋଷେଇ ଆରମ୍ଭ ବେଳେ ଅଗ୍ନିଦେବଙ୍କୁ ଚିନ୍ତନ ଓ ଖାଦ୍ୟ ସମର୍ପଣ ଜରୁରୀ ଅଟେ । ରୋଷେଇ ଗୃହର ପୂର୍ବ, ପଶ୍ଚିମ ବା ଉତ୍ତରରେ ଡାଇନିଂ ରୁମ୍ କରିବେ । ଭୋଜନ କକ୍ଷ ପଶ୍ଚିମ ଦିଗରେ କରିବା ସହ ଉତ୍ତର କିମ୍ବା ପୂର୍ବକୁ ମୁଖ କରି ଭୋଜନ କରିବା ଉଚିତ ।

Mar 13, 2020, 09:08 PM IST

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ବୃଷ- ଦିନଟି ଆପଣଙ୍କ ସପକ୍ଷରେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । ଶତ୍ରୁ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ ।    

Mar 11, 2020, 04:50 PM IST

ଜାଣନ୍ତୁ ସୋମବାରର ରାଶିଫଳ ଓ ଗ୍ରହ ବିଚାର

ଗ୍ରହ ବିଚାର-ଗ୍ରହ ଯୋଗ ଅନୁଯାୟୀ ପୈତୃକ ସମ୍ପତ୍ତି ଠାରୁ ଅଧିକ ଧନବାନ୍‌ ରବି ହେଉଛନ୍ତି ପୈତୃକ କାରକ, ଉନ୍ନତିକାରକ, ଆତ୍ମକାରକ ଗ୍ରହ

Mar 1, 2020, 02:54 PM IST

ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ଶନିବାର

ବୃଷ- ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।  

Feb 28, 2020, 08:15 PM IST

ଜାଣନ୍ତୁ ଆଜିର ରାଶିଫଳ ଓ ଗୃହ ବିଚାର

ଗୃହ ବିଚାର-ରାହୁର ଅଶୁଭ ହେବାର ଲକ୍ଷଣ ରାହୁ ଅଶୁଭ ହେଲେ ପୋଷିଥିବା କଲା କୁକୁର ମରିଯାଏ, ହାତର ନଖ ସବୁ ପଚିଯାଏ ବା ଝଡିଯାଏ, ମସ୍ତିଷ୍କ ବିକୃତ ହୁଏ, ଶତ୍ରୁ ବୃଦ୍ଧି ହୁଏ ।

Feb 27, 2020, 04:32 PM IST

ଜାଣନ୍ତୁ ଆଜିର ରାଶିଫଳ ଓ ଗୃହ ବିଚାର

ଗୃହ ବିଚାର-ଶୁକ୍ର ଯଦି ଖରାପ ସ୍ଥିତିରେ ଥାଏ

Feb 25, 2020, 04:53 PM IST