Horoscope 9 November 2024: ୯ ନଭେମ୍ବରରେ ହନୁମାନ ଭଗବାନ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Written ByJagdish Barik
Published: Nov 08, 2024, 06:24 PM IST|Updated: Nov 08, 2024, 06:25 PM IST

Rashifal 9 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୯ ନଭେମ୍ବର ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ହନୁମାନ ଭଗବାନ ଓ ଶନି ଦେବଙ୍କୁ ଉତ୍ସର୍ଗ କରାଯାଇଛି। ବିଶ୍ୱାସ ରହିଛି ଯେ ଏହି ଦିନ ହନୁମାନ ଭଗବାନ ଏବଂ ଶନି ଦେବଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଜାଣନ୍ତୁ କେଉଁ ରାଶି ୯ ନଭେମ୍ବର ୨୦୨୪ ରେ ଉପକୃତ ହେବେ ଏବଂ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।

 

Horoscope 9 November 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସମୁଦାୟ ୧୨ ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶି ଗୋଟିଏ ଲେଖାଁଏ ଗ୍ରହ ଦ୍ୱାରା ପରିଚାଳିତ। ଗ୍ରହ ଓ ନକ୍ଷତ୍ର ମାନଙ୍କର ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୯ ନଭେମ୍ବର ହେଉଛି ଶନିବାର। ହିନ୍ଦୁ ଧର୍ମରେ ଶନିବାର ଦିନ ହନୁମାନ ଭଗବାନ ଓ ଶନି ଦେବଙ୍କୁ ଉତ୍ସର୍ଗ କରାଯାଇଛି। ବିଶ୍ୱାସ ରହିଛି ଯେ ଏହି ଦିନ ହନୁମାନ ଭଗବାନ ଏବଂ ଶନି ଦେବଙ୍କୁ ରୀତିନୀତି ଅନୁଯାୟୀ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୯ ନଭେମ୍ବର (ଶନିବାର) କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଥିବାବେଳେ, ଅନ୍ୟମାନଙ୍କୁ ଜୀବନରେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ତେବେ ଜାଣନ୍ତୁ କେଉଁ ରାଶି ୯ ନଭେମ୍ବର ୨୦୨୪ ରେ ଉପକୃତ ହେବେ ଏବଂ କେଉଁ ରାଶି ମାନଙ୍କୁ ସତର୍କ ରହିବାକୁ ପଡିବ।