Lucky Zodiac Sign: ୧୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Published: Jun 09, 2024, 11:00 PM IST|Updated: Jun 09, 2024, 11:00 PM IST

Top 5 Lucky Zodiac Sign, 10 June 2024 : ୧୦ ଜୁନ ସୋମବାର ଦିନ ଚନ୍ଦ୍ର ନିଜର ରାଶି କର୍କଟରେ ଚଳନ କରିବେ । ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ଚତୁର୍ଥୀ ତିଥି ଏବଂ ଏହି ଦିନଟିରେ ରବି ଯୋଗ,  ସର୍ବ ସିଦ୍ଧ ଯୋଗ, ଧ୍ରୁବ ଯୋଗ ଏବଂ ପୁଷ୍ୟା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ପ୍ରଭାବରୁ ଦିନଟିର ଗୁରୁତ୍ୱ ବଢିଛି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଗଠିତ ଶୁଭ ଯୋଗର ଲାଭ ୫ଟି ରାଶିକୁ ମିଳିବ ।

Top 5 Lucky Zodiac Sign, 10 June 2024 : ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ଅନୁଯାୟୀ, ଦିନଟିରେ ଗଠିତ ଶୁଭ ଯୋଗ ପ୍ରଭାବରେ କେଉଁ ରାଶିର ବ୍ୟକ୍ତି ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।