Lucky Zodiac Sign: ୧୭ ମଇରେ ହର୍ଷ ଯୋଗର ଶୁଭ ସମକକ୍ଷ, ୫ ରାଶିକୁ ଆର୍ଥିକ ଲାଭ

Published: May 16, 2024, 10:56 PM IST|Updated: May 16, 2024, 10:56 PM IST
ଶୁକ୍ରବାର, ମଇ ୧୭ରେ, ଚନ୍ଦ୍ର ସିଂହ ରାଶି ପରେ କନ୍ୟାରେ ଚଳନ କରିବେ । ଏହା ବ୍ୟତୀତ ଆସନ୍ତାକାଲି କୃଷ୍ଣ ପକ୍ଷର ଦଶମ ଦିନ । ଏହି ଦିନ ହର୍ଷ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଏବଂ ପୁର୍ବା ଫାଲଗୁଣୀ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ଯେଉଁ କାରଣରୁ ଦିନଟିର ଅନେକ ଗୁରୁତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିସବୁ

Top 5 Lucky Zodiac Sign, 17 May 2024 : ଶୁକ୍ରବାର, ମଇ ୧୭ରେ, ଚନ୍ଦ୍ର ସିଂହ ରାଶି ପରେ କନ୍ୟାରେ ଚଳନ କରିବେ । ଏହା ବ୍ୟତୀତ ଆସନ୍ତାକାଲି କୃଷ୍ଣ ପକ୍ଷର ଦଶମ ଦିନ । ଏହି ଦିନ ହର୍ଷ ଯୋଗ, ଲକ୍ଷ୍ମୀ ନାରାୟଣ ଯୋଗ ଏବଂ ପୁର୍ବା ଫାଲଗୁଣୀ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେଉଛି । ଯେଉଁ କାରଣରୁ ଦିନଟିର ଅନେକ ଗୁରୁତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହିସବୁ ଶୁଭ ଯୋଗ ପ୍ରଭାବରୁ ବୃଷ, କର୍କଟ, କନ୍ୟା ସମେତ ୫ ଟି ରାଶିର ବ୍ୟକ୍ତି ଉପକୃତ ହେବେ । ତେବେ କାହାକୁ କେଉଁ ଫଳ ମିଳିବ ଆସନ୍ତୁ ଜାଣିବା ।