Lucky Zodiac Sign: ୨୪ ମଇରେ ଶିବ ଯୋଗର ଶୁଭ ସଂଯୋଗ, ୫ ରାଶିର ଭାଗ୍ୟ ଉଜ୍ୱଳ

Published: May 23, 2024, 11:48 PM IST|Updated: May 23, 2024, 11:48 PM IST

Top 5 Lucky Zodiac Sign, 24 May 2024: ୨୪ ମଇ ଶୁକ୍ରବାର ଦିନ, ଚନ୍ଦ୍ର ବିଛା ରାଶିରେ ଚଳନ କରିବେ । ଏଥିସହ ଜ୍ୟେଷ୍ଠ ମାସର କୃଷ୍ଣ ପକ୍ଷର ପ୍ରତୀପଦା ତିଥି ଏହି ଦିନଠାରୁ ଆରମ୍ଭ ହେଉଛି । ଆଜିର ଦିନରେ ଶିବ ଯୋଗ, ସର୍ବସିଦ୍ଧି ସିଦ୍ଧ ଯୋଗ ଏବଂ ଜ୍ୟେଷ୍ଠ ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି ।  ଯେଉଁ କାରଣରୁ ଦିନଟିର ଗୁରୁତ୍ୱ ମଧ୍ୟ ବଢିଛି । 

Top 5 Lucky Zodiac Sign, 24 May 2024: ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ମତ ଅନୁଯାୟୀ, ଶୁକ୍ରବାର ଗଠିତ ଶୁଭ ଯୋଗ ଦ୍ୱାରା ୫ଟି ରାଶିର ବ୍ୟକ୍ତି ଉପକୃତ ହେବେ । ତେବେ କେଉଁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।