Navpancham Rajyog: ନବପଞ୍ଚମ ରାଜଯୋଗ ଚମକାଇବ ଏହି ସବୁ ରାଶିର ଭାଗ୍ୟ, ଧନ ସଂପତ୍ତିରେ ହେବେ ଅପାର ବୃଦ୍ଧି

Written ByJagdish Barik
Published: Oct 06, 2024, 04:29 PM IST|Updated: Oct 06, 2024, 04:31 PM IST

Navpancham Rajyog:  ୮ ଅକ୍ଟୋବର ୨୦୨୪ ରେ ଶୁକ୍ର ଓ ମଙ୍ଗଳ ମିଶି ନବପଞ୍ଚମ ରାଜଯୋଗ ଗଠନ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ କିଛି ରାଶିର ଭାଗ୍ୟ ବଦଳିପାରେ। ଆହୁରି ମଧ୍ୟ ଏହି ରାଶିର ଗୁଡ଼ିକର ଧନ ସଂପତ୍ତିରେ ଅପାର ବୃଦ୍ଧି ହୋଇପାରେ। ତେବେ ଜାଣନ୍ତୁ ନବପଞ୍ଚମ ରାଜଯୋଗ ସୃଷ୍ଟି ଯୋଗୁଁ କେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି।

 

Navpancham Rajyog Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନେ ସମୟ ସମୟରେ ରାଜଯୋଗ ଓ ନବପଞ୍ଚମ ଯୋଗ ସୃଷ୍ଟି କରନ୍ତି। ଏହାର ପ୍ରଭାବ ମାନବ ଜୀବନ, ଦେଶ ତଥା ବିଶ୍ୱ ଉପରେ ଦେଖାଯାଏ। ଆପଣଙ୍କୁ କହିରଖୁଛୁ ଯେ ୮ ଅକ୍ଟୋବର ୨୦୨୪ ରେ ଶୁକ୍ର ଓ ମଙ୍ଗଳ ମିଶି ନବପଞ୍ଚମ ରାଜଯୋଗ ଗଠନ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ କିଛି ରାଶିର ଭାଗ୍ୟ ବଦଳିପାରେ। ଆହୁରି ମଧ୍ୟ ଏହି ରାଶିର ଗୁଡ଼ିକର ଧନ ସଂପତ୍ତିରେ ଅପାର ବୃଦ୍ଧି ହୋଇପାରେ। ତେବେ ଜାଣନ୍ତୁ  ନବପଞ୍ଚମ ରାଜଯୋଗ ସୃଷ୍ଟି ଯୋଗୁଁ କେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି।