Ram lala:ରାମଲଲ୍ଲାଙ୍କ ପାଇଁ ଆମେରିକାରୁ ଆସିଲା ତକିଆ,ରେଜେଇ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଦେଶ ବିଦେଶରୁ ବହୁ ମାତ୍ରାରେ ଦାନ ଆସୁଛି । ଏହି କ୍ରମରେ ଭଗବାନ ଶ୍ରୀ ରାମଙ୍କ ଶୋଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମଧ୍ୟପ୍ରଦେଶର ଭୋପାଳରୁ ରାମଲାଲାଙ୍କ ପାଇଁ ତକିଆ-ରେଜେଇ ଅଣାଯାଇଛି । ଭୋପାଳର ପୁଷ୍ପା ନଗରର ମହାମାଇ ମନ୍ଦିରରୁ ଶ୍ରୀ ରାମ ରେଜେଇ ରଥ ଯାତ୍ରା ବାହାରିଥିଲା । ବାଜା ମୃଦଙ୍ଗ ବଜାଇ ଯାତ୍ରାର

Ram lala:ରାମଲଲ୍ଲାଙ୍କ ପାଇଁ ଆମେରିକାରୁ ଆସିଲା ତକିଆ,ରେଜେଇ
Image Credit: SOCIAL MEDIA

About the Author